କଟକରେ ଡ୍ରେନରେ ପଡ଼ି ପୁଣି ଜଣଙ୍କର ମୃତ୍ୟୁ.. ବାରପଥର ଅଞ୍ଚଳରେ ଜାଇକା କାର୍ଯ୍ୟରେ ନିୟୋଜିତ ସଫେଇ କର୍ମଚାରୀଙ୍କର ମୃତ୍ୟୁ..
୬୫୦ କୋଟି ଟଙ୍କାରେ ନିର୍ମିତ ରାଜ୍ୟର ୮ଗୋଟି ଉଚ୍ଚ କ୍ଷମତାସମ୍ପନ୍ନ ଗ୍ରୀଡ୍ ସବ୍ଷ୍ଟେସନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲୋକାର୍ପିତ..
ଚଳିତ ବର୍ଷ ଭାରତର ଅର୍ଥିକ ଅଭିବୃଦ୍ଧି ହାର ୬.୪ % : ଏଡିବି..
ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ.. ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ..
ଭିଜିଲାନ୍ସ ଜାଲରେ ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ବର ପ୍ରଧାନ ଓ ଏଏସ୍ଆଇ ପ୍ରଦୀପ ମହାନ୍ତି.. ମଦ ବ୍ୟବସାୟୀଙ୍କଠାରୁ ୫୦ ହଜାର ଟଙ୍କା ବଟି ନେଉଥିଲେ..
ବୈବାହିକ ବଳାତ୍କାର ମାମଲା.. ବିଚାର କରିବେ ୩ ଜଣିଆ ଖଣ୍ଡପୀଠ..
ବଡ ଅଘଟଣ.. ଉତ୍ତରାଖଣ୍ଡର ଚମୋଲୀରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୧୫ ମୃତ..
ଘଡଘଡି ସହ ବର୍ଷା ନେଇ ୪ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି.. ନୟାଗଡ, କେନ୍ଦ୍ରାପଡା, ମାଲକାନଗିରି, ମୟୁରଭଞ୍ଜକୁ ୱାର୍ଣ୍ଣିଂ ଜାରି..
ଜାମ୍ମୁ-କଶ୍ମୀରରେ ପୁଣି ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀଙ୍କ ଟାର୍ଗେଟ..
ଅନନ୍ତନାଗ୍ରେ ୨ ଶ୍ରମିକ ଆତଙ୍କୀ ଗୁଳିରେ ଆହତ..
କେନ୍ଦୁପତ୍ର ହିତାଧିକାରୀଙ୍କୁ ତୃତୀୟ ପର୍ଯ୍ୟାୟ ସହାୟତା ଘୋଷଣା.. ତୃତୀୟ ପର୍ଯ୍ୟାୟରେ ପାଇବେ ୫୬ କୋଟିର ବୋନସ୍ ଓ ପ୍ରୋତ୍ସାହନ..
ଲଗାଣ ବର୍ଷାରେ ବେହାଲ ମାଲକାନଗିରି.. ବୁଡିଲା ଏମ୍ ଭି ୩୭ ପୋଲ.. ମାଲକାନଗିରି ଏମ୍ ଭି ୩୭ ପୋଲ ଉପରେ ୩ ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ.. ବାଲିମେଳା-ଚିତ୍ରକୋଣ୍ଡା ଯୋଗାଯୋଗ ବିଚ୍ଛିନ୍ନ..
ନୀଳଗିରିରୋଡ୍ ଷ୍ଟେସନରେ ମେମୁ ଟ୍ରେନ୍ ଦୁର୍ଘଟଣାରୁ ବର୍ତ୍ତିବା ଘଟଣା.. ୨ ରେଳ କର୍ମଚାରୀ ନିଲମ୍ବିତ..



