www.samajalive.in
Sunday, December 7, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ମୁକୁଳା ଡ୍ରେନରୁ ଉଦ୍ଧାର ନାବାଳକକୁ ମୃତ ଘୋଷଣା କଲେ ଡାକ୍ତର.. ଭୁବନେଶ୍ୱର ମସଜିଦ୍ କଲୋନୀ ପାଖ ଡ୍ରେନରେ ଏକ ବେଲୁନ ଭାସିଯାଉଥିବା ସମୟରେ ଆଣିବାକୁ ଯାଇ ଖସିପଡିଥିଲା.. ଅନେକ ସମୟ ଧରି ଚେଷ୍ଟା ପରେ ବାଳକକୁ ଲକ୍ଷ୍ମୀସାଗର ଓସ୍କାର ସିଟି ନିକଟ ନାଳରୁ ଉଦ୍ଧାର କରି ଚିକିତ୍ସା ପାଇଁ  କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା..

ଦେବୀ ନଦୀରେ ବୁଡି ୩ ନାବାଳକଙ୍କ ମୃତ୍ୟୁ.. ବାଲିଡିହା ଗାଁ ଦେବୀ ନଦୀରେ ଗାଧୋଇବାବେଳେ ଅଘଟଣ..

- Advertisement -

ପିଏମ୍ କିଷାନ ନିଧି ଯୋଜନାର ୧୭ତମ କିସ୍ତି ଜାରି କ‌ଲେ ପ୍ରଧାନମନ୍ତ୍ରୀ.. ଦୁଇ ହଜାର ଟଙ୍କା ଚାଷୀଙ୍କ ଆକାଉଣ୍ଟରେ ପହଞ୍ଚିଲା..

ବିରଳ ରୋଗରେ ପୀଡ଼ିତ ଅଲ୍‌କା ୟାଗ୍ନିକ.. ସାମାଜିକ ଗଣମାଧ୍ୟମରେ ନିଜେ ଦେଲେ ସୂଚନା..

ଆଜି ରୁକ୍ମିଣୀ ବିବାହ.. ୩ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ..

କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା.. ମେରିଟ୍‌‌ ଲିଷ୍ଟକୁ କାଏମ୍‌‌ ରଖିଲେ ହାଇକୋର୍ଟ.. ମେରିଟ୍‌‌ ଲିଷ୍ଟ ଆଧାରରେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ..

ଘଡଘଡି ସହ ବର୍ଷା ନେଇ ୨୩ ଜିଲାକୁ ହଳଦିଆ ସତର୍କ ସୂଚନା ଜାରି..

ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ.. ନୀତିକାନ୍ତି ଓ ସେବାୟତଙ୍କ କାର୍ଯ୍ୟ ସମ୍ପାଦନ ଉପରେ ଆଲୋଚନା..

ଡିପଥେରିଆ ଚିନ୍ତା.. କାଲିଠୁ ବୁଷ୍ଟର ଡୋଜ୍.. ଜନସ୍ଵାସ୍ଥ୍ୟ ନିର୍ଦେଶକ କହିଲେ ଏହା ବାୟୁବାହିତ, ମାସ୍କ ପିନ୍ଧ..

ନେଦରଲାଣ୍ଡସରେ ବିବାହ କଲେ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ..

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories