କଂଗ୍ରେସରେ କୁଚକ୍ରୀ ଗୋଷ୍ଠୀ ମାତିଛନ୍ତି.. ନିଲମ୍ବନର ଦୁଇ ଦିନ ପରେ ମୁହଁ ଖୋଲିଲେ ଚିରଞ୍ଜୀବ..
ଦିଲ୍ଲୀ ଅଧ୍ୟାଦେଶ ମାମଲା ଉପରେ ଶୁଣାଣି କରିବେ ସମ୍ବିଧାନ ବେଞ୍ଚ..
ବିରୋଧୀ ଦଳ ବୈଠକରେ ଯୋଗଦେବେ ଏନସିପି ସୁପ୍ରିମୋ ଶରଦ ପାୱାର..
ଅନଲାଇନ ବ୍ୟବସାୟରେ ସଫଳ ହୋଇପାରିଥିବା ଫ୍ଲିପକାର୍ଟ କାମ୍ପାନୀକୁ ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଚୁନ ଲଗାଇ କମ୍ପାନୀର ୩ ଜଣ କର୍ମଚାରୀ ବୌଦ୍ଧ ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି..
ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା..
ଗତ ୨୪ ଘଣ୍ଟାରେ ବିନିକାରେ ସର୍ବାଧିକ ୧୬୫.୨ ମିମି ବର୍ଷା ରେକର୍ଡ.. ସମ୍ବଲପୁରର ଧନକଉଡାରେ ୧୫୫ ଓ ଯୁଯୁମରାରେ ୧୩୬ ମିିମି ବର୍ଷା.. ୬ଟି ସ୍ଥାନରେ ଅତିପ୍ରବଳ ଓ ୧୨ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ..
ଆଜି ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା..
ନକଲି ଡାକ୍ତର ଗିରଫ.. ନିଜକୁ ଏମ୍ସ ଡାକ୍ତର ବୋଲି କହି କରିଥିଲେ କ୍ଲିନିକ୍.. ଗିରଫ ନକଲି ଡାକ୍ତରଙ୍କ ନାଁ ଶୁଭ୍ରଜିତ ପଣ୍ଡା.. ତାଙ୍କ ଘର ଢେଙ୍କାନାଳ ଜିଲା ସଣ୍ଡା ଗାଁରେ.. ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତା ଓ କଟକ ରାଣୀହାଟରେ ତାଙ୍କର ଏକ ଘରୋଇ କ୍ଲିନିକ୍ ରହିଛି..
କେଦାରନାଥ ଧାମରେ ଫଟୋ ଉଠାଇବା ମନା.. ସୂଚନା ଦେଲେ ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି..
ବନ୍ଦେ ଭାରତ ଏକ୍ସପ୍ରେସରେ ନିଆଁ.. ଯାଞ୍ଚ ଓ ମରାପତି ପରେ ପୁଣି ଟ୍ରେନ୍ ଚଳାଚଳ..
ରିମାଣ୍ଡରେ ପଶ୍ଚିମବଙ୍ଗ ଯିବ ପଠାଣି ସାମନ୍ତ..
ସମାଜବାଦୀ ପାର୍ଟି(ଏସପି) ଛାଡ଼ି ବିଜେପିରେ ମିଶିଲେ ଦାରା ସିଂ ଚୌହାନ..
ମାର୍କେଟ ବିଲ୍ଡିଂ ବନ୍ଦ.. ବିଏମ୍ସି କମିଶନରଙ୍କ ପ୍ରତିକ୍ରିୟା- ‘ଉଠାଦୋକାନୀଙ୍କ ପାଖରେ ହାଇକୋର୍ଟ ଅର୍ଡର ଅଛି’.. ସେମାନଙ୍କୁ କେମିତି ଥଇଥାନ କରାଯିବ ଆଲୋଚନା କରିବୁ’..



