www.samajalive.in
Monday, December 15, 2025
17.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବାରବାଟି ଷ୍ଟାଡ଼ିୟମ ନବୀକରଣ କାର୍ଯ୍ୟର ଶିଳାନ୍ୟାସ.. ଭିଡିଓ କନଫରେନ୍ସିଂ ଜରିଆରେ ଶିଳାନ୍ୟା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.. ବାରବାଟିରେ କ୍ରିକେଟର ଇରଫାନ ପଠାନ ଓ ପ୍ରଜ୍ଞାନ ଓଝା ଉପସ୍ଥିତ..

ମାଲକାନଗିରି: ଲୁହାପଥର ତଳେ ଚାପି ​‌ହୋଇ ୨ ଶ୍ରମିକ ମୃତ.. ଛତିଶଗଡ଼ ଦନ୍ତେୱାଡା କିରନ୍ଦୁଳସ୍ଥିତ ଲୁହାପଥର ଖଣିରେ ଅଘଟଣ.. ୪ରୁ୫ ଶ୍ରମିକ ଚାପିହୋଇ ରହିଥିବା ଆଶଙ୍କା.. ଉଦ୍ଧାର କାର୍ଯ୍ୟ ଜାରି..

- Advertisement -

ପଞ୍ଚଭୂତରେ ବିଲୀନ ହେଲେ ଗଜଲ ଗାୟକ ପଙ୍କଜ ଉଧାସ..

ଦିଲ୍ଲୀ ମଦ ନୀତି ମାମଲା.. ୮ମ ଥର ପାଇଁ କେଜ୍ରିୱାଲଙ୍କୁ ଇଡି ସମନ.. ମାର୍ଚ୍ଚ ୪ ତାରିଖରେ ହାଜର ହେବାକୁ ନିର୍ଦେଶ..

ଉଜ୍ଜୈନରେ ଲାଗିଲା ବିଶ୍ବର ପ୍ରଥମ ବୈଦିକ ଘଡ଼ି.. ୧ରେ ଉଦଘାଟନ କରିବେ ମୋଦୀ..

ଦିଲ୍ଲୀର ୪ଟି ଓ ହରିୟାଣାର ଗୋଟିଏ ଆସନ ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା କଲା ଆପ୍..

୫% ଖସିଲା ଦେଶର ଦାରିଦ୍ର୍ୟ, ହ୍ରାସ ପାଉଛି ଗ୍ରାମାଞ୍ଚଳ-ସହରାଞ୍ଚଳ ମଧ୍ୟରେ ବ୍ୟବଧାନ..

ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ଅଡୁଆରେ ପତଞ୍ଜଳି.. ସୁପ୍ରିମକୋର୍ଟରେ ମାମଲା..

ସାନ୍ଦୁଲ୍ ଜଳସେଚନ ପ୍ରକଳ୍ପରେ ଅଘଟଣ.. ମାଟି ଅତଡ଼ା ଖସି ବାପା ମୃତ, ୨ ପୁଅ ଗୁରୁତର..

ଗଗନଯାନ ମିଶନରେ ମହାକାଶ ଯିବାକୁ ଥିବା ୪ ମହାକାଶଚାରୀଙ୍କ ନାଁ ଘୋଷଣା..

କୋରାପୁଟ୍ ନାଲକୋ ସମ୍ପ୍ରସାରଣ କାମ ବେଳେ ରଡ୍ ପଡି ଦୁଇ ଶ୍ରମିକ ମୃତ..

ଛତିଶଗଡରେ ବିଜାପୁରରେ ଏନ୍‌‌କାଉଣ୍ଟର.. ୪ ମାଓବାଦୀ ନିହତ..

୫ବର୍ଷରେ ୫ହଜାର ମିଶନ ଶକ୍ତି ବଜାର.. ବିନା ସୁଧରେ ମିଳିବ ୧୦ଲକ୍ଷ ଋଣ – ମୁଖ୍ୟମନ୍ତ୍ରୀ..

ସମ୍ବଲପୁରରେ ପୁଅର ଆକ୍ରମଣରେ ବାପାର ମୃତ୍ୟୁ ଅଭିଯୋଗ..

ତେଜସ୍ୱୀ ଯାଦବଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ.. ଡ୍ରାଇଭର ମୃତ, ୧୦ ଆହତ..

ଭୁବନେଶ୍ୱର ଲୋୟର ପିଏମଜିରେ ମତ୍ସ୍ୟଜୀବୀଙ୍କ ବିକ୍ଷୋଭ.. ୬ଦଫା ଦାବିରେ ମତ୍ସ୍ୟଜୀବୀ ଆନ୍ଦୋଳନ..

ତ୍ରୁଟି ମାନିଲା CHSE : ପରୀକ୍ଷା ନିୟନ୍ତ୍ରକ କହିଲେ, ‘ଆଉଟ୍ ଅଫ୍ ସିଲାବସ୍ ନୁହେଁ , ପ୍ରଶ୍ନପତ୍ରରେ ଥିଲା ଚଏସ୍ ଡେଫିସିଟ୍’.. ପିଲା ପାଇବେ ଗ୍ରେସମାର୍କ..

ମାର୍ଚ୍ଚ ୨୨ରୁ ଯୁକ୍ତ ଦୁଇ ମୂଲ୍ୟାୟନ ଆରମ୍ଭ ହେବ କହିଲେ ପରୀକ୍ଷା ନିୟନ୍ତ୍ରକ..

 

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories