ପୁରୀ ସତ୍ୟବାଦୀ ନିକଟ ସୁଆଣ୍ଡୋରେ ଏନକାଉଣ୍ଟର.. ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ କାଳୁ ଭୋଳ ଆହତ.. କାଳୁ ନାମରେ ବିଭିନ୍ନ ଥାନାରେ ୧୮ ମାମଲା ରହିଛି..
ଫ୍ରିଡମ୍ ଟ୍ରଫି କ୍ରିକେଟ.. ସମସ୍ତ ୱିକେଟ୍ ହରାଇ ଦକ୍ଷିଣ ଆଫ୍ରିକା ୪୦୮ ରନ୍..
ମୃତ୍ୟୁଦଣ୍ଡରୁ ବର୍ତ୍ତିଲେ ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ.. ମୃତ୍ୟୁଦଣ୍ଡ କୋହଳ କଲେ କାତାର କୋର୍ଟ..
ସୁରକ୍ଷାକର୍ମୀଙ୍କୁ ପୁଣି ସଫଳତା.. ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ..
ତେଲ କାରଖାନାରେ ନିଆଁ.. ସାରୁଆ ଶିଳ୍ପାଞ୍ଚଳର ଏକ ତେଲ କାରଖାନାରେ ଅଗ୍ନିକାଣ୍ଡ..
ଫୁଲବାଣୀରେ ଚାଞ୍ଚଲ୍ୟ.. ୩ ଜଣଙ୍କୁ ଏସିଡ୍ ମାଡ଼ କଲା ଅଭିଯୁକ୍ତ..
ବାଲେଶ୍ୱର ଜିଲା ନୀଳଗିରି ବ୍ଲକରେ ପ୍ରକଳ୍ପ ଫଳକକୁ କେନ୍ଦ୍ରକରି ବିଧାୟକ-ସରପଞ୍ଚ ମୁହାଁମୁହିଁ..
ରାଜଧାନୀରେ ଏନକାଉଣ୍ଟର.. କୁଖ୍ୟାତ ଅପରାଧୀ ରଘୁ ଆହତ..
ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ.. ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି..
ରାଜ୍ୟରେ କରୋନା ଆକ୍ରାନ୍ତ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା.. ଗତ ୨୪ ଘଣ୍ଟାରେ ୬୯୦ ସାମ୍ପଲ ଟେଷ୍ଟିଂ ହୋଇଥିଲା.. ୩ ପଜିଟିଭ୍.. ରୋଗୀ ଗୁରୁତର ହେଉନାହାନ୍ତି.. ତେଣୁ ଆତଙ୍କିତ ହେବା ଭଳି ଅବସ୍ଥା ନାହିଁ..
ବରଗଡ : ଜିଲା ମିଶ୍ରଣକୁ ବିରୋଧ କରି ୧୨ ଘଣ୍ଟିଆ ବରପାଲି ବନ୍ଦ.. ପଦ୍ମପୁର ଜିଲା ସହ ବରପାଲି ମିଶ୍ରଣକୁ ବିରୋଧ କରି ବନ୍ଦ ପାଳନ..
ରାଜ୍ୟରେ କମିଛି ଶୀତ.. ୧୦ ଡିଗ୍ରୀ ତଳେ ୪ ସହରର ରାତି ତାପମାତ୍ରା ରେକର୍ଡ.. କୋରାପୁଟ ସବୁଠାରୁ ଥଣ୍ଡା ସହର..



