www.samajalive.in
Saturday, December 6, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଶିମିଳିପାଳ ଫରେଷ୍ଟ ଗାର୍ଡଙ୍କୁ ଗୁଳିକରି ହତ୍ୟା ଘଟଣାରେ ମୋଟ ୨୬ଜଣ ଚିହ୍ନଟ.. ସେଥିରୁ ୭ଜଣ ଗିରଫ..

ତିଗିରିଆ ଥାନା ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମୀକୁ ୧୦ ବର୍ଷ ଜେଲ.. ଦୋଷୀ ଦିଗାମ୍ବର ପ୍ରଧାନକୁ ୧୦ବର୍ଷ ଜେଲ ଦଣ୍ଡ ଦେଲେ ପକ୍ସୋ କୋର୍ଟ.. ପୀଡ଼ିତାଙ୍କୁ ୪ଲକ୍ଷ କ୍ଷତିପୂରଣ ପାଇଁ ଜିଲା ଆଇନ ପ୍ରାଧିକରଣକୁ ନିର୍ଦେଶ..

- Advertisement -

କଟକରେ ବକ୍ସ ଡ୍ରେନ କାମ ଚାଲୁଥିବାବେଳେ ଭୁଷୁଡ଼ିଲା ପୋଲ.. ଡ୍ରେନ ଉପରେ ଯାଇଥିବା ପୁରୁଣା ପୋଲ ଭୁଶୁଡ଼ିଲା.. ପୋଲ ଓ କଡ଼ରେ ଥିବା ଲୁହା ପାଇପରେ ଚାପି ହୋଇଗଲେ ନାବାଳିକା.. ସ୍ଥାନୀୟ ଲୋକଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ନାବାଳିକା ଉଦ୍ଧାର.. ଗୁରୁତର ଅବସ୍ଥାରେ ଉଦ୍ଧାର ନାବାଳିକା ମେଡ଼ିକାଲରେ ଭର୍ତ୍ତି..

ଚନ୍ଦନପୁର ଥାନା ୱାର୍ଟର ପାର୍କରେ ବୋମା ଓ ଗୁଳିମାଡ଼ ଘଟଣା.. ୭ ଗିରଫ, ୨ ବନ୍ଧୁକ ଓ ୪ ଗୁଳି ଜବତ.. ଏସଡିପିଓଙ୍କ ସୂଚନା..

୨୩ ଜିଲାକୁ ଝଡ ବର୍ଷା ଓ ବଜ୍ରପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି.. ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର.. ମୟୁରଭଞ୍ଜ ଯାଜପୁର, ଭଦ୍ରକ, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା, କଟକ.. ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୪୦-୫୦ କିମି ପବନ ବହିବା ସମ୍ଭାବନା..

ଭଞ୍ଜନଗର ଅଞ୍ଚଳରେ ବଜ୍ରପାତରେ ୧୯ ଗୋରୁ ମୃତ.. ବଡ଼ାଙ୍ଗୀ ନିକଟ ତୋଟାରେ ଚରୁଥିବାବେଳେ ବଜ୍ରପାତ..

ରୁଷ୍‌ରେ ପୁଣି ଡ୍ରୋନ ଆକ୍ରମଣ.. ଏକାଧିକ ଅଟ୍ଟାଳିକା କ୍ଷତିଗ୍ରସ୍ତ..

ପଶ୍ଚିମରେ ତାତି, ଉପକୂଳ ଓ ଆଭ୍ୟନ୍ତରରେ ପ୍ରଚଣ୍ଡ ଗୁଳୁଗୁଳି.. ଦିନେ ସାଢ଼େ ୨ଟା ସୁଦ୍ଧା ୪୩ ଡିଗ୍ରୀ ଛୁଇଁଲା ସମ୍ବଲପୁର ସହର ତାପମାତ୍ରା.. ହୀରାକୁଦ ୪୧.୮, ଝାରସୁଗୁଡ଼ା ୪୧.୬, ଭୁବନେଶ୍ବର ୩୭.୮ ଡିଗ୍ରୀ..

୨୦୨୩-୨୪ ଶିକ୍ଷାବର୍ଷରୁ +୨ ସିଟ୍‌‌ ସଂଖ୍ୟା ବଢାଇବାକୁ ନିଷ୍ପତ୍ତି.. ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ଓ ସଚିବ..

ଆସନ୍ତା କାଲି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ.. ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ ରେଜଲ୍ଟ.. ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories