www.samajalive.in
Friday, December 5, 2025
20.1 C
Bhubaneswar

ଇସ୍ରାଏଲ ଯିବେ ୬ହଜାର ଭାରତୀୟ ଶ୍ରମିକ

ନୂଆଦିଲ୍ଲୀ: ଇସ୍ରାଏଲ ଏହାର ବିଭିନ୍ନ ନିର୍ମାଣ କାର୍ଯ୍ୟ ନିମନ୍ତେ ଭାରତରୁ ୬ହଜାର ଶ୍ରମିକଙ୍କୁ ନେବ। ଭାରତରୁ ଶ୍ରମିକ ନେବା ନିମନ୍ତେ ଇସ୍ରାଏଲକୁ ଭାରତ ସରକାର ଆବଶ୍ୟକ ଅନୁମତି ପ୍ରଦାନ କରିଛନ୍ତି। ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଇସ୍ରାଏଲରେ ଏବେ ଶ୍ରମିକଙ୍କ ଅଭାବ ଦେଖାଯାଇଛି। ଯୁଦ୍ଧ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ପ୍ରତିଷ୍ଠାନର ପୁନଃନିର୍ମାଣ କାର୍ଯ୍ୟରେ ଏହି ଶ୍ରମିକମାନେ ନିୟୋଜିତ ହେବେ।

ଆଫଗାନିସ୍ତାନରେ ବଦଳୁଛି ସ୍ଥିତି! ଶିଖ ଓ ହିନ୍ଦୁଙ୍କୁ ସେମାନଙ୍କ ସମ୍ପତ୍ତି ଫେରାଇବେ ତାଲିବାନ ଶାସକ


ଏପ୍ରିଲ ଓ ମେ ମାସରେ ଭାରତୀୟ ଶ୍ରମିକମାନେ ଇସ୍ରାଏଲ୍ ଯିବେ। ଇସ୍ରାଏଲର ନିର୍ମାଣ ଶିଳ୍ପ ପାଲେଷ୍ଟାଇନର ଶ୍ରମିକଙ୍କ ଉପରେ ନିର୍ଭରଶୀଳ। ପାଲେଷ୍ଟାଇନର ପ୍ରାୟ ୮୦ହଜାର ଶ୍ରମିକ ଇସ୍ରାଏଲରେ କାର୍ଯ୍ୟ କରୁଛନ୍ତି। ଏବେ ଯୁଦ୍ଧ ଯୋଗୁଁ ଅନେକ ଶ୍ରମିକ ସ୍ବଦେଶ ଫେରିଯାଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories