ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମାଆ-ପୁଅ ମୃତ.. କେନ୍ଦୁଝର ଜିଲା ନୟାକୋଟ ଥାନା ବାଂଶପାଳ ଗାଁରେ ଅଘଟଣ.. ଲୁଗା ଶୁଖାଉଥିବାବେଳେ ମହିଳା ଜଣକ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ..
ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶିତ.. ମୋଟ ପାସ ହାର ୯୩.୬୬%.. ତିରୁଅନନ୍ତପୂରମ ଜୋନ ଏବଂ ବିଜୟଓ୍ବାଡ଼ା ଜୋନରେ ସର୍ବାଧିକ ପାସ ହାର ୯୯.୭୯ ପ୍ରତିଶତ.. ଅପରପକ୍ଷେ ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ..
ଦ୍ୱାଦଶରେ ପାସ୍ହାର ୮୮.୩୯ପ୍ରତିଶତ..
ଜାମ୍ମୁ-କାଶ୍ମୀର ସୋପିଆନରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ.. ୩ ଲଶ୍କର ଆତଙ୍କୀ ନିହତ ହୋଇଥିବା ସୂଚନା..
ଆସନ୍ତା ୧୫ ତାରିଖ ପିଏମ୍ ଆବାସ ପଞ୍ଜିକରଣର ଶେଷ ତାରିଖ.. ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ..
ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ.. ଆଣ୍ଡାମାନ ଛୁଇଁବା ପରେ ଆଜି ଦକ୍ଷିଣ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନରେ ଆଗକୁ ବଢିବ ମୌସୁମୀ ବାୟୁ..



