www.samajalive.in
Monday, December 15, 2025
15.1 C
Bhubaneswar

ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକଙ୍କ ପଦୋନ୍ନତି ମାନଦଣ୍ଡରେ କୋହଳ

ଭୁବନେଶ୍ୱର: ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକଙ୍କ ଚାକିରିରେ ପଦୋନ୍ନତି ମାନଦଣ୍ଡକୁ ସରକାର କୋହଳ କରିଛନ୍ତି। ପୂର୍ବରୁ ପଦୋନ୍ନତି ନେଇ ୧୦ବର୍ଷ ସମୟ ସୀମା ରହିଥିଲା। ଏବେ ଏହାକୁ ବଦଳାଇ ୫ବର୍ଷ କରାଯାଇଛି। ଅର୍ଥାତ ୫ବର୍ଷ ଅଭିଜ୍ଞତା ହାସଲ ପରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକଙ୍କୁ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ କିମ୍ବା ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ଟିଇଆଣ୍ଡ୍ଏସ୍ସିଇଆରଟି)ର ସହକାରୀ ନିର୍ଦ୍ଦେଶକ ଶ୍ରେଣୀ(ରାଙ୍କ୍)ରେ ସାମିଲ ହେବେ। ରାଜ୍ୟ ସରକାର ବିଚାର ବିମର୍ଷ ପରେ ଏ ନିଷ୍ପତ୍ତି ନେଇଛନ୍ତି। ଖୁବଶୀଘ୍ର ଏହା ଲାଗୁ କରାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories