www.samajalive.in
Saturday, December 6, 2025
14.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଆଜି ପବିତ୍ର ମୂଳାଷ୍ଟମୀ, ଶ୍ରୀକ୍ଷେତ୍ରରେ ମା’ ବିମଳାଙ୍କ ପୀଠରେ ଆରମ୍ଭ ହେବ ଷୋଡଶ ଦିନାତ୍ମକ ପୂଜା..

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପ୍ରଭାବରେ ରାଜ୍ୟରେ ଲାଗି ରହିବ ବର୍ଷା..

- Advertisement -

ରାଜ୍ୟର ବିଭିନ୍ନ ସ୍ଥାନକୁ ବର୍ଷା ଆଲର୍ଟ..

ଆଜି ପାଇଁ ୧୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ସତର୍କତା ଜାରି କଲା ପାଣିପାଗ ବିଭାଗ..

ରାଜ୍ୟରେ ୨୭ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା..

ଅକ୍ଟୋବରରେ ହେବ ଅତ୍ୟନ୍ତ ଶୁଭ ରାଜଯୋଗ : ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ସଫଳତା..

ପୁରୀ : ଆବଶ୍ୟକ ପଡିଲେ ଶ୍ରୀମନ୍ଦିରରେ ବ୍ୟବହୃତ ହେଉଥିବା ଘିଅର ମାନ ଯାଞ୍ଚ ହେବ – ଜିଲ୍ଲାପାଳ..

କେନ୍ଦ୍ରାପଡା : ଗୋଆକୁ ଦାଦନ ଖଟିବାକୁ ଯାଇଥିବା ଯୁବକ ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ..

ଆଠଗଡ: ସ୍କୁଲରେ ବଜ୍ରପାତ, ଅଳ୍ପକେ ବର୍ତ୍ତିଗଲେ ପିଲା, ଟିଭି, ଫ୍ୟାନ୍‌, ବୈଦ୍ୟୁତିକ ଉପକରଣ ନଷ୍ଟ, ପାଚିକା ଗୁରୁତର..

ଜାତିସଂଘରୁ ବିଶ୍ଵ ସମୁଦାୟକୁ ଶାନ୍ତି ପାଇଁ ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: କହିଲେ ମାନବତାର ସଫଳତା ଯୁଦ୍ଧ କ୍ଷେତ୍ରରେ ନୁହେଁ , ବରଂ ଆମ ସମୃଦ୍ଧ ଏକତାରେ ରହିଛି, ବୈଷୟିକ ଜ୍ଞାନକୌଶଳ ନିରାପଦ ଓ ଦାୟିତ୍ଵବାନ୍ ବ୍ୟବହାରକୁ ବି ଦେଲେ ଗୁରୁତ୍ଵ..

ସୋମବାରଠୁ ଚାଲିଛି କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ..

ଏୟାରଟେଲ୍‌ ଆଣିଲା ୩ଟି ନୂଆ ଜବରଦସ୍ତ ପ୍ଲାନ; ମାତ୍ର ୭ଟଙ୍କାରେ ମିିଳିବ..

ପୂଜା ବୋନସ ସହ ୨୬ ଦିନ ବଦଳରେ ୩୦ ଦିନର ଦରମା ଦାବିରେ ନିର୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ଚାରିଆଡେ ପଡିରହିଛି ଆବର୍ଜନା, ଦୁର୍ଗନ୍ଧରେ ଫାଟୁଛି ହସ୍ପିଟାଲ..

ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ..

ସିଦ୍ଧରମୟାଙ୍କ ଆବେଦନ ଖାରଜ ପରେ ଇସ୍ତଫା ଦାବି କଲା ବିଜେପି..

ଫଳ ଦୋକାନୀଙ୍କ କାରନାମା, ପଲିଥିନ୍‌ରେ ପରିଶ୍ରା କରି ବିକୁଥିଲେ ଫଳ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories