ଫଳ ଦୋକାନୀଙ୍କ କାରନାମା, ପଲିଥିନ୍‌ରେ ପରିଶ୍ରା କରି ବିକୁଥିଲେ ଫଳ..

ମୁମ୍ବଇ : ମହାରାଷ୍ଟ୍ରର ଡୋମ୍ବିଭଲିରେ ଜଣେ ସ୍ଥାନୀୟ ଫଳ ଦୋକାନୀଙ୍କ ଏଭଳି ଏକ କାରନାମା ସାମ୍ନାକୁ ଆସିଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ଦୋକାନୀ ଜଣକ ଠେଲାରେ ରଖିଥିବା ପଲିଥିନ୍‌ରେ ପରିଶ୍ରା କରି ହାତ ନଧୋଇ ଫଳ ବିକ୍ରି କରୁଛନ୍ତି। ଏହି ଘଟଣା ଜଣାପଡିବା ପରେ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ଦୋକାନୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ଦୋକାନୀଙ୍କ ନାମ ଅଲୀ ଖାନ (୨୦) ବୋଲି ଜଣାପଡିଛି । ଘଟଣା … Continue reading ଫଳ ଦୋକାନୀଙ୍କ କାରନାମା, ପଲିଥିନ୍‌ରେ ପରିଶ୍ରା କରି ବିକୁଥିଲେ ଫଳ..