ଅକ୍ଟୋବରରେ ହେବ ଅତ୍ୟନ୍ତ ଶୁଭ ରାଜଯୋଗ : ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ସଫଳତା..

ଅକ୍ଟୋବର ମାସରେ ସୂର୍ଯ୍ୟ, ମଙ୍ଗଳ ଓ ଶୁକ୍ର ଆଦି ମହତ୍ତ୍ୱପୂର୍ଣ୍ଣ ଗ୍ରହ ରାଶି ପରିବର୍ତ୍ତନ କରିବେ । ସର୍ବ ପ୍ରଥମେ ୧୦ ଅକ୍ଟୋବରରେ ବୁଧ ରାଶି ପରିବର୍ତ୍ତନ କରି ତୁଳା ରାଶିରେ ପ୍ରବେଶ କରିବେ । ୧୩ ଅକ୍ଟୋବରରେ ଶୁକ୍ର ରାଶି ପରିବର୍ତ୍ତନ କରି ବିଛା ରାଶିରେ ପ୍ରବେଶ କରିବେ । ୧୭ ଅକ୍ଟୋବରରେ ସୂର୍ଯ୍ୟ ରାଶି ପରିବର୍ତ୍ତନ କରି ତୁଳା ରାଶିରେ ପ୍ରବେଶ କରିବେ । ୨୦ ଅକ୍ଟୋବରରେ ମଙ୍ଗଳ ରାଶି ପରିବର୍ତ୍ତନ କରି କର୍କଟ … Continue reading ଅକ୍ଟୋବରରେ ହେବ ଅତ୍ୟନ୍ତ ଶୁଭ ରାଜଯୋଗ : ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ସଫଳତା..