www.samajalive.in
Wednesday, December 10, 2025
23.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଆଜି ପ୍ରୟାଗରାଜରେ ପ୍ରଧାନମନ୍ତ୍ରୀ ମହାକୁମ୍ଭ ମେଳା ବିକାଶମୂଳକ କାମର ସମୀକ୍ଷା କରିବା ସହ ଭେଟି ଦେଇଛନ୍ତି ସାଢେ ୫ ହଜାର କୋଟିର ପ୍ରକଳ୍ପ , ଗଙ୍ଗା ଆଳତୀ ସହ ରହିଛି ପୂଜାର୍ଚ୍ଚନା କାର୍ଯ୍ୟକ୍ରମ..

ଅଭିନେତା ଅଲ୍ଲୁ ଅର୍ଜୁନ ଗିରଫ, ହଲ୍‌ରେ ଦଳାଚକଟା ମାମଲାରେ ଗିରଫ, ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା..

- Advertisement -

ଗିରଫଦାରୀକୁ ବିରୋଧ; ହାଇକୋର୍ଟଙ୍କ ଦ୍ୱାରସ୍ଥ ଅଲ୍ଲୁ ଅର୍ଜୁନ..

କୋର୍ଟରେ ହାଜର ହେଲେ ଅଲ୍ଲୁ; ୧୪ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିପାରେ ପୁଲିସ..

ଏକାଠି ହେବେ ଶନି-ଶୁକ୍ର; ନୂଆବର୍ଷରେ ସୁନାଭଳି ଚମକିବେ ଏହି ରାଶି, ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..

ରାହୁଲ ଗାନ୍ଧୀଙ୍କୁ ପିଗି ବ୍ୟାଙ୍କ ଉପହାର ଦେଇଥିବା ଶିଶୁଙ୍କ ମା’ବାପା କଲେ ଆତ୍ମହତ୍ୟା, ମଧ୍ୟପ୍ରଦେଶର ସିହୋରସ୍ଥିତ ବାସଭବନରୁ ମୃତଦେହ ଜବତ କଲା ପୁଲିସ, ଆତ୍ମହତ୍ୟା ପାଇଁ ବିଜେପିକୁ ଦାୟୀ କଲା କଂଗ୍ରେସ..

ସୁନ୍ଦରଗଡ : ବଣାଇରେ ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା ଘଟଣା ବନ୍ଧୁକ ଜବତ, ମହିଳାଙ୍କ ସ୍ୱାମୀ ସହ ୪ ଅଟକ..

ଜାଡରେ ଥରୁଛି ସାରା ଓଡ଼ିଶା, ୧୦.୨ ଡିଗ୍ରୀ ସହ ରାଉରକେଲା ସବୁଠୁ ଥଣ୍ଡା ସହର..

ତାମିଲନାଡୁର ଘରୋଇ ହସ୍ପିଟାଲ୍‌ରେ ବଡ ଧରଣର ଅଗ୍ନିକାଣ୍ଡ, ୭ ମୃତ, ଏକାଧିକ ଆହତ, ନିଆଁ ଲାଗିବାର କାରଣ ଅସ୍ପଷ୍ଟ, ଆଗକୁ ବଢିପାରେ ମୃତ୍ୟୁ ସଂଖ୍ୟା..

କୋର୍ଟରେ ହାଜର ହେଲେ ଅଲ୍ଲୁ; ୧୪ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିପାରେ ପୁଲିସ

ଦିଲ୍ଲୀର ୪ଟି ସ୍କୁଲକୁ ବୋମା ଧମକ: ଇମେଲ ଜରିଆରେ ଧମକ ଆସିଥିବା ସୂଚନା, ଚଳିତ ସପ୍ତାହରେ ଦ୍ଵିତୀୟଥର ଆସିଲା ବୋମା ଧମକ ନେଇ ମେଲ୍ , ପିଲାଙ୍କୁ ସ୍କୁଲ ପଠାଇବାକୁ ମନା କଲେ ସ୍କୁଲ କର୍ତ୍ତୃପକ୍ଷ, ପୁଲିସର ତନାଘନା, ସ୍କୁଲ ପରିସରରେ ଏ ଯାଏଁ କୌଣସି ବିସ୍ଫୋରକ ମିଳିନଥିବା ସୂଚନା..

ଅଳ୍ପରେ ବର୍ତ୍ତିଗଲା ଦୌଡରାଣୀଙ୍କ ଜୀବନ: ଦୂତୀ ଚାନ୍ଦଙ୍କ କାରକୁ ଧକ୍କା ଦେଲା ଟ୍ରକ, କଟକ ମଧୁପାଟଣା ଥାନା ନିକଟ ବ୍ରିଜ ତଳ ରାସ୍ତାରେ ଦୁର୍ଘଟଣା..

ଗିରଫଦାରୀକୁ ବିରୋଧ; ହାଇକୋର୍ଟଙ୍କ ଦ୍ୱାରସ୍ଥ ଅଲ୍ଲୁ ଅର୍ଜୁନ

ମୁମ୍ବାଇସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଉଡାଇ ଦେବାକୁ ଧମକ, ରୁଷୀୟ ଭାଷାରେ ଆରବିଆଇ ଅଫିିସିଆଲ ଓ୍ବେବ୍ ସାଇଡକୁ ଆସିଛି ଧମକପୂର୍ଣ୍ଣ ଇମେଲ୍ , ଅଜଣା ଦୁର୍ବୃତ୍ତ ନାଁରେ ମାମଲା ରୁଜ୍ଜୁ କରି ମୁମ୍ବାଇ ପୁଲିସର ତନାଘନା..

ବାନ୍ତି ଦାମ୍‌ କୋଟି କୋଟି ଟଙ୍କା; ଜାଣନ୍ତୁ କାହିଁକି..

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories