କୋର୍ଟରେ ହାଜର ହେଲେ ଅଲ୍ଲୁ; ୧୪ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିପାରେ ପୁଲିସ

ତେଲଙ୍ଗାନା : ସାଉଥ୍‌ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଶୁକ୍ରବାର ହାଇଦ୍ରାବାଦ ନାମପଲ୍ଲୀ କୋର୍ଟରେ ହାଜର ହୋଇଛନ୍ତି । ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଗଲା । ୧୪ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିପାରେ ପୁଲିସ । ହାଇଦ୍ରାବାଦ୍‌ ହଲ୍‌ ଦଳାଚକଟା ମାମଲାରେ ଗିରଫ ହୋଇଛନ୍ତି ଅଭିନେତା ଅଲ୍ଲୁ । ସୂଚନାନୁଯାୟୀ, ଗିରଫଦାରୀ ପ୍ରତିବାଦରେ ହାଇକୋର୍ଟ ଗଲେ ଅଲ୍ଲୁ । ଜରୁରୀ ଶୁଣାଣି ପାଇଁ ଅଲ୍ଲୁ ହାଇକୋର୍ଟରେ ଆବେଦନ କରିଛନ୍ତି । ଜାମିନ୍‌ ପାଇଁ ଆବେଦନ କରିଛନ୍ତି … Continue reading କୋର୍ଟରେ ହାଜର ହେଲେ ଅଲ୍ଲୁ; ୧୪ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିପାରେ ପୁଲିସ