ଗିରଫଦାରୀକୁ ବିରୋଧ; ହାଇକୋର୍ଟଙ୍କ ଦ୍ୱାରସ୍ଥ ଅଲ୍ଲୁ ଅର୍ଜୁନ

ତେଲଙ୍ଗାନା : ତେଲଙ୍ଗାନା ହାଇକୋର୍ଟ ଗଲେ ଅଲ୍ଲୁ ଅର୍ଜୁନ । ଗିରଫଦାରୀ ପ୍ରତିବାଦରେ ହାଇକୋର୍ଟ ଗଲେ ଅଲ୍ଲୁ । ଜରୁରୀ ଶୁଣାଣି ପାଇଁ ଅଲ୍ଲୁ ହାଇକୋର୍ଟରେ ଆବେଦନ କରିଛନ୍ତି । ଜାମିନ୍‌ ପାଇଁ ଆବେଦନ କରିଛନ୍ତି ପୁଷ୍ପା । ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଅଲ୍ଲୁଙ୍କୁ ଓସମାନିଆ ହସ୍ପିଟାଲ ନିଆଯାଇଛି। କିଛି ସମୟ ପରେ ତାଙ୍କ ମେଡିକାଲ ଯାଞ୍ଚ ହେବ। ସୂଚନାନୁଯାୟୀ, ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ହୋଇଛନ୍ତି। ହାଇଦ୍ରାବାଦ ସନ୍ଧ୍ୟା ହଲ୍‌ରେ ‘ପୁଷ୍ପା-୨’ ଚଳଚ୍ଚିତ୍ର … Continue reading ଗିରଫଦାରୀକୁ ବିରୋଧ; ହାଇକୋର୍ଟଙ୍କ ଦ୍ୱାରସ୍ଥ ଅଲ୍ଲୁ ଅର୍ଜୁନ