ତାତିରୁ ମିଳିଲା ଆଶ୍ୱସ୍ତି ; ରାଜଧାନୀରେ ବର୍ଷା, ନୟାଗଡରେ କୁଆପଥର ବର୍ଷା..
ବିଜେପିର ଡବଲ ଇଞ୍ଜିନ ସରକାର ଗଢିବା କଥାକୁ ସ୍ୱପ୍ନ କହିଲେ ନବୀନ..
ମୋଦୀଙ୍କ ମନ୍ତବ୍ୟ ପରେ ଭିଡ଼ିଓ ଜାରି କରି କହିଲେ ମୁଖ୍ୟମନ୍ତ୍ରୀ ..
ଓଡ଼ିଶାରେ ସରକାର ଗଠନ ନେଇ ଦିନରେ ସ୍ୱପ୍ନ ଦେଖୁଛି ବିଜେପି-ନବୀନ..
ନିର୍ବାଚନ ପ୍ରଚାରରେ ଥିବାବେଳେ ବିମାନରୁ ଭିଡ଼ିଓ ଜାରି କଲେ ନବୀନ..
ଓଡ଼ିଶାରେ ଏଥର ବିଜେଡି ଯିବ ବିଜେପି ଆସିବ..
ବିଧାନସଭାରେ ବିଜେପିକୁ ବମ୍ପର ବିଜୟ ମିଳିବ..
ମେ’ ୧୨ରୁ ଏହି ରାଶିଙ୍କର ଆଉ ଚିନ୍ତା ନାହିଁ, ହେବେ ମାଲାମାଲ, ବନ୍ଦ ଭାଗ୍ୟର ଖୋଲିବ ତାଲା..
ବ୍ରହ୍ମପୁର ପରେ ନବରଙ୍ଗପୁରରେ ମଧ୍ୟ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୋଦୀ..
ଆଜି ୪ ଘଣ୍ଟା ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ..
ସୋମବାର ବୈଶାଖ କୃଷ୍ଣ ତ୍ରୟୋଦଶୀ ତିଥି, ଶ୍ରୀବିଗ୍ରହ ମାନଙ୍କ ପଇତା ଲାଗୀ ନୀତି ଅନୁଷ୍ଠିତ ହେବ..
ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ ଟିକା ରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ..
ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପକୁ ଆତଙ୍କବାଦୀଙ୍କ ଧମକ..
ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ହେବାକୁ ଥିବା ପୁରୁଷ ଟି-୨୦ ବିଶ୍ଵକପକୁ ନେଇ ଆତଙ୍କବାଦୀ ସଂଗଠନ ଆଇଏସ ପକ୍ଷରୁ ଧମକ ଦିଆଯାଇଥିବା ସୂଚନା..
ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି..
ଆଜିଠୁ ରାଜ୍ୟରେ ପାଗରେ ଆସିବ ପରିବର୍ତ୍ତନ..
ଆଗାମୀ ୪ଦିନ ଯାଏ କାଳବୈଶାଖୀ ସମ୍ଭାବନା..
ଦିନ ତାପମାତ୍ରା ୪ରୁ ୬ଡିଗ୍ରୀ କମିବ..
୯ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ଝଡ଼ ତୋଫାନ ସହ ବର୍ଷା ସମ୍ଭାବନା..



