www.samajalive.in
Saturday, December 6, 2025
19.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଶରଧାବାଲିରେ ତିନି ରଥ,ପ୍ରଥମେ ତାଳଧ୍ୱଜ ରଥ ଗଡିବା ପରେ ଦର୍ପଦଳନ ଓ ଶେଷରେ ଆସିଥିଲେ କାଳିଆ ସାଆନ୍ତେ, ମହାପ୍ରଭୁଙ୍କ ରଥକୁ ଭକ୍ତିର ସହ ଟାଣି ନେଇଥିଲେ ଲକ୍ଷାଧିକ ଭକ୍ତ..

ଶରଧାବାଲିରେ ପ୍ରଥମେ ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ୧୧ଟା ୧୫ରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଥିଲା, ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ପହଞ୍ଚିବା ପରେ ଆସିଥିଲେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ , ଶରଧାବାଲିରେ ରଥ ଲାଗିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି ଭକ୍ତ..

- Advertisement -

ରଥଟଣା ବିଳମ୍ବକୁ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା
ନିର୍ଦ୍ଧାରିତ ସମୟରେ ସବୁ ନୀତିକାନ୍ତି ଶେଷ ହୋଇଥିଲା
ଅପରାହ୍ନ ୪ଟା ସୁଦ୍ଧା ରଥଟଣା ଆରମ୍ଭ ହୋଇଥିଲା, କିନ୍ତୁ ବଳଭଦ୍ରଙ୍କ ରଥମୋଡ ନେବାରୁ ସମୟ ଲାଗିଥିଲା
ଏଥର ଦେଢ ଗୁଣ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା..

ଏହି ତାରିଖରେ ଜନ୍ମ ହେଲେ ଶନିଙ୍କ କୃପାରୁ ନିଶ୍ଚୟ ହୁଅନ୍ତି କୋଟିପତି, ୪୦ ବର୍ଷ ବୟସ ପରେ ଖାଲି ମିଳେ ସଫଳତା

ଧନୀ ହେବା ପାଇଁ ପ୍ରସ୍ତୁତ ହୋଇଯାନ୍ତୁ ଏହି ରାଶି: ଜୁନ୍‌ ୩୦ରେ ମଙ୍ଗଳ ଚଳନ ପରେ ହେବ ବଡ ପରିବର୍ତ୍ତନ, ବଦଳିଯିବ ସବୁକିଛି

ପୁରୀରେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ ସପରିବାର ରଥ ଉପରେ ଶ୍ରୀଜୀଉଙ୍କୁ କଲେ ଦର୍ଶନ
ଶରଧାବାଲି ନେଲେ ମହାପ୍ରଭୁଙ୍କ ଆର୍ଶୀବାଦ..

ଭିଜିଲାନ୍ସ ଜାଲରେ ଗଞ୍ଜାମ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ  ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ, ଚଢ଼ାଉରେ ୬ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି । ଭିଜିଲାନ୍ସ ଚଢ଼ାଉ ସମୟରେ ଲକ୍ଷାଧିକ ନଗଦ ଟଙ୍କା ସହ କିଛି ସୁନା ଅଳଙ୍କାର ଜବତ କରାଯାଇଛି..

ରଥଟଣା ବିଭ୍ରାଟ: କ୍ଷୋଭ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ସୋସିଆଲ ମିଡ଼ିଆ ଏକ୍ସରେ ଉଦବେଗ ପ୍ରକାଶ କଲେ ନବୀନ
ନବୀନ କହିଲେ ଚକା ଆଖି ସବୁ ଦେଖୁଛି
ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ହତାଶ ହୋଇଛନ୍ତି
ଅଘଟଣ ପାଇଁ ଯିଏ ଦାୟୀ ସମସ୍ତଙ୍କୁ ମହାପ୍ରଭୁ କ୍ଷମା କରନ୍ତୁ
ମୁଁ ଆଶା କରୁଛି, ସରକାରରେ ସମସ୍ତଙ୍କ ପାଇଁ ଏହା ଗଭୀର ଆତ୍ମନିରୀକ୍ଷଣକୁ ଆଣିବ..

ଆସୁଛି ୨ଟି ଲଘୁଚାପ; ଜୁଲାଇ ୪ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା

ଆସୁଛି ୨ଟି ଲଘୁଚାପ; ଜୁଲାଇ ୪ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା, ପୂର୍ବ ଏବଂ ପଶ୍ଚିମ ଭାଗରେ ଯୋଡା ଲଘୁଚାପ ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ଅନୁମାନ କରିଛି, ଆସନ୍ତା ୨୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି, ପ୍ରଭାବରେ ଜୁଲାଇ ୪ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲାରେ ଘଡଘଡି ସହ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି..

କଟକ: କଳାଟଙ୍କା ସମ୍ପର୍କିତ ଏସ୍‍ଆଇଟିର ବୈଠକ ଆରମ୍ଭ
ଜଷ୍ଟିସ୍‍ ଅରିଜିତ ପଶାୟତଙ୍କ କଟକ ବାସଭବନରେ ବସିଛି ବୈଠକ
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଉପସ୍ଥିତ..

ଗଞ୍ଜାମ : ଗଞ୍ଜାମ ଧରାକୋଟ ଥାନା ଢଉଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ, ୧୦ରୁ ଅଧିକ ଗୁରୁତର..

ପାରିବାରିକ କଳହର କରୁଣ ପରିଣତି, ପତ୍ନୀକୁ ପିଟି ପିଟି ହତ୍ୟା କଲା ନୃଶଂସ ସ୍ଵାମୀ..

ଖାମେନିଙ୍କୁ ଅପମାନିତ କରନ୍ତୁ ନାହିଁ ଟ୍ରମ୍ପ ; ନହେଲେ ନିଜର ଶକ୍ତି ଦେଖାଇବେ – ଇରାନର ବୈଦେଶିକ ମନ୍ତ୍ରୀ

ଉଦଳା-ବାଲେଶ୍ୱର ରାସ୍ତାର ଜାମୁଘାଟ ପୋଲ ଧୋଇଗଲା, ଦେଓ ନଦୀ ପାଣିରେ ବ୍ରିଜର ଅଧିକାଂଶ ଭାଗ ଧୋଇ ହୋଇ ଯାଇଛି..

ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ୍‌ ଯବାନ ମୃତ

ଦେଖନ୍ତୁ ଭୟଭୀତ କରିବ ଭିଡିଓ; ୮ ବର୍ଷର ଶିଶୁକୁ ଘେରି କାମୁଡିଲେ କୁୁକୁର, ଆଉ ତା’ପରେ..

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories