ଦେଖନ୍ତୁ ଭୟଭୀତ କରିବ ଭିଡିଓ; ୮ ବର୍ଷର ଶିଶୁକୁ ଘେରି କାମୁଡିଲେ କୁୁକୁର, ଆଉ ତା’ପରେ..

ଜୟପୁର : ରାଜସ୍ଥାନର ଉଦୟପୁରରୁ ଏପରି ଏକ ଛାତିଥରା ଘଟଣାର ଭିଡିଓ ଭାଇରାଲ୍‌ ହେଉଛି, ଯାହାକୁ ଦେଖିଲେ ଯେ କେହି ମଧ୍ୟ ସ୍ତବ୍ଧ ହୋଇଯିବ । ଘଟଣାଟି ହଇଚଇ ସୃଷ୍ଟି କରିଛି । ଖାରୋଲ କଲୋନନୀରେ ମଙ୍ଗଳବାର ସନ୍ଧ୍ୟା ସମୟରେ ଏକ ନୀରିହ ୮ ବର୍ଷର ଶିଶୁ ଉପରେ ପ୍ରାୟ ୪ଟି ବୁଲା କୁକୁର ହଠାତ୍‌ ଆକ୍ରମଣ କରିଛନ୍ତି । ଏହି ସମ୍ପୂର୍ଣ୍ଣ ଘଟଣା ନିକଟରେ ଲାଗି ଥିବା ସିସିଟିଭିରେ କଏଦ ହୋଇଛି । ଏହାର ଭିଡିଓ … Continue reading ଦେଖନ୍ତୁ ଭୟଭୀତ କରିବ ଭିଡିଓ; ୮ ବର୍ଷର ଶିଶୁକୁ ଘେରି କାମୁଡିଲେ କୁୁକୁର, ଆଉ ତା’ପରେ..