www.samajalive.in
Friday, December 5, 2025
27.1 C
Bhubaneswar

ଦେଖନ୍ତୁ ଭୟଭୀତ କରିବ ଭିଡିଓ; ୮ ବର୍ଷର ଶିଶୁକୁ ଘେରି କାମୁଡିଲେ କୁୁକୁର, ଆଉ ତା’ପରେ..

ଜୟପୁର : ରାଜସ୍ଥାନର ଉଦୟପୁରରୁ ଏପରି ଏକ ଛାତିଥରା ଘଟଣାର ଭିଡିଓ ଭାଇରାଲ୍‌ ହେଉଛି, ଯାହାକୁ ଦେଖିଲେ ଯେ କେହି ମଧ୍ୟ ସ୍ତବ୍ଧ ହୋଇଯିବ । ଘଟଣାଟି ହଇଚଇ ସୃଷ୍ଟି କରିଛି । ଖାରୋଲ କଲୋନନୀରେ ମଙ୍ଗଳବାର ସନ୍ଧ୍ୟା ସମୟରେ ଏକ ନୀରିହ ୮ ବର୍ଷର ଶିଶୁ ଉପରେ ପ୍ରାୟ ୪ଟି ବୁଲା କୁକୁର ହଠାତ୍‌ ଆକ୍ରମଣ କରିଛନ୍ତି । ଏହି ସମ୍ପୂର୍ଣ୍ଣ ଘଟଣା ନିକଟରେ ଲାଗି ଥିବା ସିସିଟିଭିରେ କଏଦ ହୋଇଛି । ଏହାର ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।

- Advertisement -

ଭିଡିଓରେ ଦେଖିପାରିବେ, ଶିଶୁଟି ଖେଳିବା ପାଇଁ ଯେପରି ଘର ବାହାରକୁ ଆସିଛି, କିଛି ସମୟରେ ହିଁ ୪ ବୁଲା କୁକୁର ଶିଶୁଟିକୁ ଘେରି ଯାଇଛନ୍ତି । ଗୋଟିଏ କୁକୁର ଶିଶୁଟିର ହାତ କାମୁଡି ଧରିଥିବା ବେଳେ ଅନ୍ୟ ଏକ କୁକୁର ଭୂମିରେ ପକାଇ କାମୁଡି ଥିବା ଦେଖାଯାଇଛି । ଶିଶୁଟିର ଚିତ୍କାର ଶୁଣି କଲୋନୀରୁ କିଛି ମହିଳା ଆସି ସେମାନେ ମଧ୍ୟ ଚିତ୍କାର କରିଥିଲେ । ମାତ୍ର କେହି ନିକଟକୁ ଯାଇନଥିଲେ । କିଛି ସମୟରେ ସାଇକେଲରେ ଅନ୍ୟ ଏକ ଶିଶୁ ଆସି ଚିତ୍କାର କରିବା ଦ୍ୱାରା କୁକୁରମାନେ ସେଠାରୁ ପଳାଇଥିଲେ । ଭିଡିଓଟି ଭୟଭୀତ କରିବା ସହ ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖି ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଧନୀ ହେବା ପାଇଁ ପ୍ରସ୍ତୁତ ହୋଇଯାନ୍ତୁ ଏହି ରାଶି: ଜୁନ୍‌ ୩୦ରେ ମଙ୍ଗଳ ଚଳନ ପରେ ହେବ ବଡ ପରିବର୍ତ୍ତନ, ବଦଳିଯିବ ସବୁକିଛି

ଏହି ତାରିଖରେ ଜନ୍ମ ହେଲେ ଶନିଙ୍କ କୃପାରୁ ନିଶ୍ଚୟ ହୁଅନ୍ତି କୋଟିପତି, ୪୦ ବର୍ଷ ବୟସ ପରେ ଖାଲି ମିଳେ ସଫଳତା

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories