ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୩୦ ଜୁନ୍ ରାତି ୮ଟା ୩୩ ମିନିଟ୍ରେ ମଙ୍ଗଳ ଗ୍ରହ ପୂର୍ବାଫାଲଗୁଣ ନକ୍ଷତ୍ରରେ ପ୍ରବେଶ କରି ସିଂହ ରାଶିରେ ବିରାଜମାନ ରହିବେ । ମଙ୍ଗଳଙ୍କୁ ଗ୍ରହଙ୍କ ସେନାପତି ମଧ୍ୟ କୁହାଯାଏ । ଶାସ୍ତ୍ର ଅନୁସାରେ ମଙ୍ଗଳ ଶକ୍ତି, ସାହସ, ପରାକ୍ରମ ଓ ନେତୃତ୍ୱର ପ୍ରତୀକ । ସିଂହ ରାଶିଙ୍କ ସ୍ୱାମୀ ସୂର୍ଯ୍ୟ ଗ୍ରହ । ଯେ କି ଆତ୍ମବିଶ୍ୱାସ, ମହତ୍ତ୍ୱକାଂକ୍ଷା ଆଦିର ପ୍ରତୀକ । ପୂର୍ବାଫାଲଗୁଣ ନକ୍ଷତ୍ରର ସ୍ୱାମୀ ଶୁକ୍ର ଗ୍ରହ । … Continue reading ଧନୀ ହେବା ପାଇଁ ପ୍ରସ୍ତୁତ ହୋଇଯାନ୍ତୁ ଏହି ରାଶି: ଜୁନ୍ ୩୦ରେ ମଙ୍ଗଳ ଚଳନ ପରେ ହେବ ବଡ ପରିବର୍ତ୍ତନ, ବଦଳିଯିବ ସବୁକିଛି
Copy and paste this URL into your WordPress site to embed
Copy and paste this code into your site to embed