www.samajalive.in
Saturday, December 6, 2025
15.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ମହାରାଷ୍ଟ୍ରରେ ସରକାର ଗଢିବ ବିଜେପି ମେଣ୍ଟ, ମହାୟୁତିର ବିପୁଳ ବିଜୟ.. ୨ ଶହରୁ ଅଧିକ ଆସନରେ ଆଗୁଆ ମହାୟୁତି, ୫୦ ଆସନରେ କଂଗ୍ରେସ ଆଗୁଆ..

ଉତ୍ତରପ୍ରଦେଶ ଉପନିର୍ବାଚନରେ ବିଜେପିର ସଫଳତା, ୯ ବିଧାନସଭା ଆସନରୁ ୬ଟିରେ ବିଜେପି ଆଗୁଆ..

- Advertisement -

ପୁଣି ଆସୁଛି ବାତ୍ୟା ! ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଘୂର୍ଣ୍ଣିବଳୟ । ଆସନ୍ତା ୨୪ ଘଣ୍ଟାରେ ଏହା ଲଘୁଚାପର ରୂପ ନେବ । ପରବର୍ତ୍ତୀ ୨ ଦିନ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ..

ମକର ରାଶିରେ ଚଳନ କରିବେ ଶୁକ୍ର; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ.. 

ଧାନ କିଣା ନେଇ ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ କଡା ଚେତାବନୀ, ମଣ୍ଡି ବ୍ୟତୀତ ବାହାରୁ ଧାନ କିଣିଲେ ହେବ କାର୍ଯ୍ୟାନୁଷ୍ଠାନ..

ସୁଭଦ୍ରା’ରୁ ବାଦ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ଶେଷ ହୋଇଛି, ଯାଞ୍ଚ ପରେ ୨୨ ପ୍ରତିଶତ ଆବେଦନକାରୀଙ୍କୁ ନଭେମ୍ବର ୨୪ ତାରିଖରେ ମିଳିବ ଟଙ୍କା..

ଭିଡିଓ ଦେଖିଲେ ଆଖିରେ ଲୁହ ରହିବନି, ଛୁଆ ମରିଯିବା ପରେ ଏମିତି କଲା ହାତୀ..

ରାଜ୍ୟରେ ଖସୁଛି ପାରଦ,ବଢ଼ୁଛି ଶୀତ: କୁହୁଡ଼ି ପାଇଁ ୩ ଜିଲ୍ଲାକୁ ୱାର୍ଣ୍ଣିଂଜାରି..

କଟକ: ତ୍ରିଶୁଳିଆ ବ୍ରିଜ୍ ଉପରେ ଜଳିଗଲା ବ୍ୟାଟେରୀ ଗାଡି , ସ୍କୁଟିରେ ଯାଉଥିବାବେଳେ ହଠାତ୍ ଲାଗିଗଲା ନିଆଁ , ନିଆଁକୁ ଆୟତ୍ତ କଲା ଅଗ୍ନିଶମବାହିନୀ..

ବାଲିଯାତ୍ରାରେ ମନ କିଣିଲେ ମଣ୍ଟୁ ଛୁରିଆ, ଦର୍ଶକଙ୍କ ମଧ୍ୟରେ ସମ୍ବଲପୁରୀ ସଙ୍ଗୀତର ସ୍ୱାଦ ଭରିଥିଲେ ସମ୍ବଲପୁରିଆ ବାବୁ ମଣ୍ଟୁ ଛୁରିଆ..

ସାପରୁ ଅଧିକ ବିଷାକ୍ତ ଏହି ଗଛ, ତଳେ ଠିଆ ହେଲେ ବି ହୋଇଥାଏ ମୃତ୍ୟୁ!

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories