www.samajalive.in
Wednesday, December 10, 2025
16.1 C
Bhubaneswar

୭୦ ଲିଟର ଦେଶୀ ମଦ ସହ ସ୍କୁଟି ଜବତ, ୩ ଗିରଫ 

ବେଗୁନିଆ : ବେଗୁନିଆ ଥାନା ଅଞ୍ଚଳରେ ଦେଶୀ ମଦ କାରବାର ଦିନକୁଦିନ ବୃଦ୍ଧି ପାଉଛି l ବିଭିନ୍ନ ଜାଗାରେ ମଦ ରନ୍ଧାଯାଇ ବାହାର ଅଞ୍ଚଳକୁ ପଠାଯାଉଛି l ଆଜି ଖୋର୍ଦ୍ଧା ଅବକାରୀ ଇନସ୍ପେକ୍ଟର ରଞ୍ଜନକୁମାର ନାୟକ ଏବଂ ଟାଙ୍ଗୀ ଏସ୍ ଆଇ ବି ମନୋଜ କୁମାର ଓ କର୍ମଚାରୀମାନେ ବେଗୁନିଆ ଥାନା ଅଞ୍ଚଳର ବିଭିନ୍ନ ଜାଗାରେ ଚଢ଼ାଉ କରି ୭୦ ଲିଟର ଦେଶୀ ମଦ ସହିତ ଏକ ସ୍କୁଟି ଜବତ କରିଥିବାବେଳେ ୩ଜଣଙ୍କୁ ଗିରଫ କରାଯାଇଛି l ବେଗୁନିଆ ଥାନା ଅନ୍ତର୍ଗତ ମୁଗମଣ୍ଡା ଗ୍ରାମର ସୁରେଶ ସାମନ୍ତରାୟଙ୍କୁ ଗିରଫ କରିଥିବାବେଳେ ତାଙ୍କଠାରୁ ୧୦ ଲିଟର, ମାଣିକପୁରପାଟଣl  ଆଖୁପଦର ଗ୍ରାମରୁ ପାଣ୍ଡଵ ମହାପାତ୍ରଙ୍କୁ ଗିରଫ କରି ତାଙ୍କଠାରୁ ୧୦ ଲିଟର ଏବଂ ପିଚୁକୁଳି ଅସରଳା ରାସ୍ତାରେ ପିଚୁକୁଳିର ସମୀର ବରାଡ଼ଙ୍କୁ ଗିରଫ କରି ତାଙ୍କଠାରୁ ୫୦ ଲିଟର ଦେଶୀମଦ ସହ ଏକ ସ୍କୁଟି ପୁଲିସ୍ ଜବତ କରିଛି l

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories