www.samajalive.in
Saturday, December 13, 2025
26.1 C
Bhubaneswar

୩ଟି ସ୍ୱତନ୍ତ୍ର ବିମାନରେ ଜାମ୍ମୁ କାଶ୍ମୀରରୁ ଓଡିଶା ଫେରୁଛନ୍ତି ୩୫୦ ପ୍ରବାସୀ

ସମାଜ ପୋର୍ଟାଲ ଡେସ୍କ: ତିନିଟି ସ୍ୱତନ୍ତ୍ର ବିମାନରେ ଓଡିଶାର ପାଖାପାଖି ୩୫୦ ପ୍ରବାସୀ ଓଡିଶା ଆସୁଛନ୍ତି। ସେମାନଙ୍କ ଫେରିବା ପାଇଁ ସମସ୍ତ ବ୍ୟବସ୍ଥା ଓଡିଶା ଏବଂ ଜାମ୍ମୁ କାଶ୍ମୀର ସରକାର ନିଶ୍ଚିତ କରିଛନ୍ତି। ଜାମ୍ମୁର ଅତିରିକ୍ତ ଡେପୁଟି କମିଶନର ଡଃ ତାହିର ଫିରଦୋଶ କହିଛନ୍ତି ଯେ ଓଡ଼ିଶା ସରକାର ସେମାନଙ୍କ ବିମାନ ଟିକେଟ ପାଇଁ ବ୍ୟବସ୍ଥା କରିଛନ୍ତି, ୧୨୨ଜଣ ଯାତ୍ରୀ କ୍ଷମତା ବିଶିଷ୍ଟ ଏୟାର ଏସିଆ ଚାର୍ଟାର୍ଡ ବିମାନରେ ଯାତ୍ରା କରିବେ।

ଏହି ଲୋକମାନେ ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଅଟକି ରହିଥିଲେ। ସେ କହିଛନ୍ତି ଯେ ଲକଡାଉନ୍ ସମୟରେ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇଦିଆଯାଇଥିଲା। ଆଜି ପ୍ରାୟ ୩୬୬ ଜଣ ଯାତ୍ରୀ ଓଡିଶା ଅଭିମୁଖେ ଯାତ୍ରା କରିବେ। ସେଠାରେ ଯାତ୍ରୀମାନେ ଅଢେଇ ମାସ ରହିଥିଲେ। ସେମାନଙ୍କ ପାଇଁ ଖାଦ୍ୟ ଓ ଚିକିତ୍ସା ବ୍ୟବସ୍ଥା କରାଯାଇଥିବା ଜଣେ ଯାତ୍ରୀ କହିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories