www.samajalive.in
Thursday, December 11, 2025
16.1 C
Bhubaneswar

ମାଆ ଲଗାଇଥିଲେ ଆମ୍ବ ଗଛ ; ସେହି ଗଛ ଗଣ୍ଡିରେ ପୁଅ ତିଆରି କଲେ ତାଙ୍କରି କାଠ ପ୍ରତିମା

କଲକାତା :  ମାଆ ସବୁଠୁ ମଧୁର ଓ ସୁନ୍ଦର ତା’ ନାଁ। ଆଉ ମାଆର ସ୍ମୃତିକୁ ନିଜ ପାଖରେ ସାଇତି ରଖିବା ପାଇଁ ସମସ୍ତେ ଚେଷ୍ଟା କରିଥାନ୍ତି। କିନ୍ତୁ ଏକ ଅନନ୍ୟ ପ୍ରୟାସ କରିଛନ୍ତି ପଶ୍ଚିମ ବଙ୍ଗର ନିରଞ୍ଜନ ବର୍ମନ। ଏକ ଆମ୍ବ ଗଛର ଗଣ୍ଡିରେ ସେ ନିର୍ମାଣ କରିଛନ୍ତି ନିଜ ମାଆଙ୍କ ପ୍ରତିମୂର୍ତ୍ତି।

Image : Social Media

ଗତ ଅମ୍ପନ ବାତ୍ୟାରେ ତାଙ୍କ ମାଆ ଲଗାଇଥିବା ଏହି ପୁରୁଣା ଆମ୍ବ ଗଛଟି ଭାଙ୍ଗି ଯାଇଥିଲା। ତେବେ ସଂମ୍ପ୍ରତି ଲକଡାଉନ୍ ସମୟରେ ସେ ବହୁ ପରିଶ୍ରମ କରି ସେହି ଆମ୍ବ ଗଛ ଗଣ୍ଡିରେ ନିଜ ମାଆଙ୍କ କାଠ ପ୍ରତିମା ନିର୍ମାଣ କରିଛନ୍ତି। ଯାହା ଦେଖିବାକୁ ଖୁବ୍ ଜୀବନ୍ତ ଲାଗୁଛି। ଏହିଭଳି ଭାବରେ ସେ ନିଜର ମାଆଙ୍କୁ ସ୍ମୃତିକୁ ସାଇତି ରଖିବାକୁ ଚେଷ୍ଟା କରିଛନ୍ତି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories