www.samajalive.in
Friday, December 5, 2025
20.1 C
Bhubaneswar

ପଶ୍ଚିମବଙ୍ଗରେ ନିଷିଦ୍ଧ ହେବ ୩ ଟିଭି ଚ୍ୟାନେଲ୍‌

କଲକାତା : ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମ୍‌ସି (ତୃଣମୂଳ କଂଗ୍ରେସ) ସରକାର ଖୁବ୍‌ଶୀଘ୍ର ୩ଟି ଟିଭି ଚ୍ୟାନେଲକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଗୁଡିକ ହେଲା ଏବିପି ଆନନ୍ଦ, ରିପବ୍ଲିକ ଟିଭି ଏବଂ ଟିଭି୯। ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଏହି ଚ୍ୟାନେଲଗୁଡିକ ଚକ୍ରାନ୍ତ କରୁଥିବା ରାଜ୍ୟ ସରକାର ଅଭିଯୋଗ କରିଛନ୍ତି। ପ୍ରତିକ୍ରିୟା ଦେବା ନିମନ୍ତେ ଏହି ଚ୍ୟାନେଲକୁ କୌଣସି ପ୍ରତିନିଧି ନ ପଠାଇବାକୁ ଟିଏମ୍‌ସି ସୁପ୍ରିମୋ ନିଷ୍ପତ୍ତିି ନେଇଛନ୍ତି। ଦିଲ୍ଲୀରେ କ୍ଷମତାସୀନ ସରକାରଙ୍କୁ ଖୁସି କରିବାକୁ ଏହି ଚ୍ୟାନେଲଗୁଡିକ ଟିଏମ୍‌ସି ବିରୋଧୀ ଅଭିଯାନର ନେତୃତ୍ବ ନେଉଥିବା କୁହାଯାଇଛି। ବର୍ତ୍ତମାନ ସିିବିଆଇ ଘଟଣାର ତଦନ୍ତ କରୁଥିବାବେଳେ ଏହି ଚ୍ୟାନେଲଗୁଡିକ ବିଭ୍ରାନ୍ତିକର ରିପୋର୍ଟ ପ୍ରକାଶ କରୁଥିବା ଦୁର୍ଭାଗ୍ୟଜନକ ବୋଲି ଟିଏମସି ପକ୍ଷରୁ କୁହାଯାଇଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories