ଡେସ୍କ: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରୁ ୨୦୮ ଜଣଙ୍କ ଡିଏନଏ ଚିହ୍ନଟ କରାଯାଇଛି ଏବଂ ୧୭୩ ଜଣଙ୍କ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲର ମେଡିକାଲ୍ ଅଧିକ୍ଷକ ଡାକ୍ତର ରାକେଶ ଜୋଶୀ ଗଣମାଧ୍ୟମକୁ କହିଛନ୍ତି, ଅନେକ ମୃତଦେହ ଦଗ୍ଧ ହୋଇଯାଇଥିବା କିମ୍ବା କ୍ଷତିଗ୍ରସ୍ତ ହୋଇଥିବାରୁ କର୍ତ୍ତୃପକ୍ଷ ପୀଡିତଙ୍କ ପରିଚୟ ପାଇଁ ଡିଏନଏ ନମୁନା ମେଳ କରୁଛନ୍ତି।
ଅହମ୍ମଦାବାଦ ବିମାନ ଦୁର୍ଘଟଣା – ୨୦୮ ଜଣଙ୍କ ଡିଏନଏ ଚିହ୍ନଟ, ୧୭୩ ଜଣଙ୍କ ମୃତଦେହ ହସ୍ତାନ୍ତର
Popular Categories



