www.samajalive.in
Saturday, December 6, 2025
16.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଟ୍ରପଲାଇନର ପ୍ରଭାବରେ ସାରା ରାଜ୍ୟରେ ଲାଗିରହିଛି ତୁହାକୁ ତୁହା ବର୍ଷା..

ବନ୍ଦ ହେଲା ହୀରକୁଦର ଆଉ ୪ଟି ଗେଟ୍‌, ଏବେ ୧୦ଟି ଗେଟ୍‌ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ..

- Advertisement -

ଅଲିମ୍ପିକ୍ସ ହକି: ସେମିରେ ଜର୍ମାନୀଠୁ ୨-୩ ଗୋଲରେ ହାରିଲା ଭାରତ, ଆସନ୍ତାକାଲି ବ୍ରୋଞ୍ଜ ପଦକ ପାଇଁ ସ୍ପେନ୍ ସହ ମୁକାବିଲା..

୧୬ ଅଗଷ୍ଟରୁ ରାହୁ ଚମକାଇବେ ଏହି ରାଶିଙ୍କ ଭାଗ୍ୟ: ସମସ୍ୟା ଦୂର ହୋଇ ମିଳିବ ଧନ..

ଆଜି ରାଜ୍ୟ କ୍ୟାବିନେଟ୍ : ପୂର୍ବାହ୍ନରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ଚତୁର୍ଥ କ୍ୟାବିନେଟ୍ ବୈଠକ , ବହୁ ଗୁରୁତ୍ଵପୂର୍ଣ୍ଣ ବିଷୟରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା..

ଶ୍ରାବଣ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି..

ଆଜି ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କ ବନକଲାଗି ନୀତି..

ଅପରାହ୍ଣ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ..

ବିନିକା: ପୁଲିସ୍ ପିସ୍ତଲରୁ ଗୁଳି ଫୁଟି ଦୁଇ ଜଣଙ୍କ ମୃତ୍ୟୁ ଘଟଣା..

ଚୁଲିମାଲ ଗାଁର ଦୁଇ ଜଣଙ୍କୁ ଅଟକ ରଖିଲା ବିନିକା ପୁଲିସ୍..

ମଙ୍ଗଳବାର ଗାଁ ନିକଟ ଖୋଲା ପଡିଆରୁ ମିଳିଥିଲା ଦୁଇ ଜଣଙ୍କ ମୃତଦେହ…

ଭିଜିଲାନ୍ସ ଜାଲରେ ଆଠଗଡ ବିଡ଼ିଓ ପ୍ରଦୀପ କୁମାର ସାହୁ..

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ..

ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ ଓ ଆଠଗଡରେ ଚାଲିଛି ରେଡ୍‌‌..

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜ କୁସୁମିତା ଗାଁରେ ୨୭ ଟିକିଆ ହାତୀପଲଙ୍କ ଉତ୍ପାତ..

ଘର ଭାଙ୍ଗିବା ସହ ଧାନ ଚାଉଳ ନଷ୍ଟ କଲେ ହାତୀପଲ..

ବୌଦ୍ଧ : କଣ୍ଟାମାଳ ସମଲେଶ୍ଵରୀ ନାଳ ପୋଲ ଉପରେ ବନ୍ୟାଜଳ..

ଘଣ୍ଟାପଡା ମାଣ୍ଡିଆ ଯୋରରୁ ରେଗଡୁଲ କେନାଲ ପୋଲରେ ପାଣି..

୧୦ ଫୁଟର ପାଣି ଚାଲିଥିବାରୁ ୩୦ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ..

ବାଲେଶ୍ଵରରେ ଅଭାବନୀୟ ଘଟଣା: ଜିମ୍ ରୁ ଫେରିବାବେଳେ ଯୁବକଙ୍କୁ ଗୁଳିମାଡ..

ବୁଲେଟରେ ଆସି ବାଲିଆ ନିକଟରେ ଗୁଳି କଲେ ୪ ଦୁର୍ବୁତ୍ତ..

ଗୁରୁତର ଯୁବକ ବାଲେଶ୍ଵର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି, ଗୁଳିମାଡର କାରଣ ଅସ୍ପଷ୍ଟ, ପୁଲିସ୍ ର ତଦନ୍ତ ଜାରି..

୨୪ ଘଣ୍ଟାରେ କଟକ ବାଙ୍କୀ​‌ରେ ସର୍ବାଧିକ ବର୍ଷା ରେକର୍ଡ..

ବାଙ୍କୀରେ ସର୍ବାଧିକ ୩୧୭, ଭାପୁରରେ ୨୧୦ ମିମି , ବେଗୁନିଆରେ ୧୯୬, ବୀରମହାରାଜପୁରରେ ୧୪୭, ହିନ୍ଦୋଳରେ ୧୪୪ ମିମି ବର୍ଷା ରେକର୍ଡ..

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories