୧୬ ଅଗଷ୍ଟରୁ ରାହୁ ଚମକାଇବେ ଏହି ରାଶିଙ୍କ ଭାଗ୍ୟ: ସମସ୍ୟା ଦୂର ହୋଇ ମିଳିବ ଧନ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ ସର୍ବଦା ବକ୍ରି ଚଳନ କରି ଥାଆନ୍ତି । ଏହାସହ ଦେଢ ବର୍ଷକୁ ଥରେ ରାଶି ପରିବର୍ତ୍ତନ କରି ଥାଆନ୍ତି । ମାତ୍ର ନିର୍ଦ୍ଦିଷ୍ଟ ସମୟରେ ନକ୍ଷତ୍ର ପରିବର୍ତ୍ତନ କରି ଥାଆନ୍ତି । ଜୁଲାଇ ୮ରେ ରାହୁ ଶନିଙ୍କ ନକ୍ଷତ୍ର ଉତ୍ତରା ଭାଦ୍ରପଦରେ ପ୍ରବେଶ କରିଛନ୍ତି । ରାହୁ ୧୬ ଅଗଷ୍ଟରେ ଉତ୍ତରା ଭାଦ୍ରପଦର ତୃତୀୟ ପଦରେ ଚଳନ କରିବେ । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିବ । ମାତ୍ର … Continue reading ୧୬ ଅଗଷ୍ଟରୁ ରାହୁ ଚମକାଇବେ ଏହି ରାଶିଙ୍କ ଭାଗ୍ୟ: ସମସ୍ୟା ଦୂର ହୋଇ ମିଳିବ ଧନ..