www.samajalive.in
Sunday, November 16, 2025
15.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ନବରାତ୍ରି ପାଇଁ ଶକ୍ତିପୀଠରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ପୂଜା: ଚଳଚଞ୍ଚଳ ପୁରପଲ୍ଲୀ, ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ପୀଠ..

ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ
ଡିସେମ୍ବର ୨୬ରୁ ୩୦ଯାଏଁ ହେବ ଇଣ୍ଟରନାଲ ପରୀକ୍ଷା..

- Advertisement -

ଜାନୁଆରୀ ୨ରୁ ୧୨ ଭିତରେ ହେବ ପ୍ରାକ୍ଟିକାଲ ପରୀକ୍ଷା
ଫେବୃଆରୀ ୧୫ରୁ ମାର୍ଚ୍ଚ ୨୦ ଭିତରେ ମୁଖ୍ୟ ପରୀକ୍ଷା..

୧୦ ଅକ୍ଟୋବରରରୁ ଏହି ରାଶିଙ୍କୁ ଭାଗ୍ୟଶାଳୀ କରିବ ବୁଧଙ୍କ ରାଶି ପରିବର୍ତ୍ତନ..

ସମସ୍ତ ଷ୍ଟ୍ରିମର ଫଳାଫଳ ପରୀକ୍ଷା ସରିବାର ୪୫ଦିନରେ ବାହାରିବ
୭୫% ଉପସ୍ଥାନ ନଥିଲେ ମିଳିବନି ଆଡମିଟ କାର୍ଡ..

କଟକ : ରାବଣ ପୋଡିରେ ହେବନି ବାଣ ପ୍ରତିଯୋଗିତା, ସୁରୁଖୁରୁରେ ରାବଣପୋଡି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱ..

ବିଜୁଳି, ଘଡଘଡି ସହ ବର୍ଷା ନେଇ ୪ ଜିଲ୍ଲାକୁ ୟେଲୋ ଆଲର୍ଟ, ଆଗାମୀ ୩ ଘଣ୍ଟା ପାଇଁ ଭଦ୍ରକ, କେନ୍ଦ୍ରାପଡା, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ସମ୍ଭାବନା..

ହରିୟାଣାରେ ୯୦ ବିଧାନସଭା ଆସନ ପାଇଁ ଭୋଟିଂ, ସକାଳ ୭ଟାରୁ ମତଦାନ ଆରମ୍ଭ , ମଇଦାନରେ ୧ ହଜାର ୩୧ ପ୍ରାର୍ଥୀ, ୨୦ ହଜାରରୁ ଅଧିକ ବୁଥ୍‌ରେ ମତଦାନ କରୁଛନ୍ତି ୨ କୋଟି ଭୋଟର..

ଲାଲ ଶିବିରକୁ ବଡ ଝଟକା: ଓଡିଶା ସୀମାନ୍ତ ଛତିଶଗଡ ଦନ୍ତେଓ୍ବାଡାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଲେ ୩୬ ନକ୍ସଲ, ଦନ୍ତେଓ୍ବାଡା ନାରାୟଣପୁର ଜିଲ୍ଲା ସୀମାରେ କମ୍ବିଂ ବେଳେ ଗୁଳି ବିନିମୟ, ସବୁ ଯବାନ ସୁରକ୍ଷିତ ଥିବା ସୂଚନା..

ରାଜ୍ୟର ବିଭିନ୍ନ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିଯୁକ୍ତି ପାଇବେ ୧୬,୦୦୯ କନିଷ୍ଠ ଶିକ୍ଷକ : ଆଜି ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ..

ଭୁବନେଶ୍ଵର: ଡମଣା ଛକରେ କାରକୁ ପଛରୁ ପିଟିଲା ହାଇଓ୍ବା, କାର ଡ୍ରାଇଭର ସହ ଯାତ୍ରୀ ଗୁରୁତର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି, କାରଟି ରାସ୍ତାରେ ଛିଡା ହୋଇଥିବାବେଳେ ଧକ୍କା ଦେଇଥିଲା ହାଇଓ୍ବା..

ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ଆନ୍ଦୋଳନ ଡାକରା ଦେଲା ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ବସ୍ ମାଲିକ ସଂଘ, ସରକାର ନ ଶୁଣିଲେ ଆସନ୍ତା ୭ ଓ ୮ ତାରିଖରେ ୨୪ ଘଣ୍ଟିଆ ବସ୍ ଚଳାଚଳ ବନ୍ଦ ରଖିବାକୁ ଚେତାବନୀ..

ମହାନଦୀରେ ନିଖୋଜ ଆଉ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର, ପରୀକ୍ଷା ଦେଇ ଗାଧୋଇବାକୁ ଯାଇଥିଲେ..

 

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories