୧୦ ଅକ୍ଟୋବରରରୁ ଏହି ରାଶିଙ୍କୁ ଭାଗ୍ୟଶାଳୀ କରିବ ବୁଧଙ୍କ ରାଶି ପରିବର୍ତ୍ତନ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରି ଥାଆନ୍ତି । ଏହାର ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡିଥାଏ । ଜ୍ୟୋତିଷ ଗଣନା ଅନୁସାରେ ଗ୍ରହଙ୍କ ରାଜକୁମାର ବୁଧ ୧୦ ଅକ୍ଟୋବରରେ ତୁଳା ରାଶିରେ ପ୍ରବେଶ କରିବେ । ୧୦ ଅକ୍ଟୋବରରେ ଦିନ ୧୧ଟା ୨୫ ମିନିଟରେ ବୁଧ ତୁଳା ରାଶିରେ ଚଳନ କରିବେ । ଏହାର ପ୍ରଭାବ ୫ ରାଶି ପାଇଁ ବେଶ ଶୁଭଙ୍କର । ଜାଣନ୍ତୁ … Continue reading ୧୦ ଅକ୍ଟୋବରରରୁ ଏହି ରାଶିଙ୍କୁ ଭାଗ୍ୟଶାଳୀ କରିବ ବୁଧଙ୍କ ରାଶି ପରିବର୍ତ୍ତନ..