ମହାନଦୀରେ ନିଖୋଜ ଆଉ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର, ପରୀକ୍ଷା ଦେଇ ଗାଧୋଇବାକୁ ଯାଇଥିଲେ..

କଟକ: କଟକ ଜଗତପୁର ନିକଟ ବାଲିସାହି ଅଞ୍ଚଳରେ ମହାନଦୀରେ ଶୁକ୍ରବାର ଗାଧୋଉଥିବା ଅବସ୍ଥାରେ ବୁଡି ଯାଇ ନିଖୋଜ ଥିବା ନାବାଳକଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ତାଙ୍କ ନାମ ମନୋରଞ୍ଜନ ବେହେରା। ପ୍ରଥମେ ମହାନଦୀରେ ବୁଡି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିବା ବେଳେ ଅନ୍ୟ ଜଣେ ନିଖୋଜ ରହିଥିଲେ। ସୂଚନାନୁଯାୟୀ, ଜଗତପୁର ରାଜକିଶୋର ବିଦ୍ୟାପୀଠରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୧ ଜଣ ଛାତ୍ର ସାହିତ୍ୟ ପରୀକ୍ଷା ଶେଷ ହେବା ପରେ ଘରକୁ ଯିବା … Continue reading ମହାନଦୀରେ ନିଖୋଜ ଆଉ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର, ପରୀକ୍ଷା ଦେଇ ଗାଧୋଇବାକୁ ଯାଇଥିଲେ..