ଆଜିଠୁ ସଂସଦର ବଜେଟ ଅଧିବେଶନ
ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ: ସମ୍ବିଧାନ ନିର୍ମାତାଙ୍କୁ ପ୍ରଣାମ ଜଣାଇଲେ..
ମହାକୁମ୍ଭ ଅଘଟଣକୁ ନେଇ ଦୁଃଖ ପ୍ରକାଶ କଲେ, ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ ରାଷ୍ଟ୍ରପତି
ରାଷ୍ଟ୍ରପତିଙ୍କ ସମ୍ବୋଧନ: କହିଲେ ୧୦ ବର୍ଷର କାର୍ଯ୍ୟକାଳ ବିକଶିତ ଭାରତକୁ ଗତି ଦେଇଛି, ବିଶ୍ଵର ୩ୟ ବଡ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି ଭାରତ, ମହିଳାଙ୍କୁ ସଶକ୍ତ କରିବା ସରକାରଙ୍କ ଲକ୍ଷ୍ୟ..
ମାତ୍ର ୫ ଦିନ ପରେ ବୃହସ୍ପତି ଚଳନ ; ଏହି ରାଶିଙ୍କ ଉପରେ ହେବ ଧନ ବର୍ଷା, ଖୋଲିବ ବନ୍ଦ ଭାଗ୍ୟର ତାଲା..
ସରିଲା ଶୀତ ଦିନ, ଉପରମୁହାଁ ପାରଦ : ଫେବୃଆରୀ ମାସ ଆରମ୍ଭରୁ ପାରଦ ସ୍ଵାଭାବିକ ଠାରୁ ୪ରୁ ୬ ଡିଗ୍ରୀ ବଢିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ, ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ରହିବ ଖରାର ପ୍ରଭାବ, ସକାଳୁ ଘନ କୁହୁଡି ନେଇ ଆଲର୍ଟ..
ଯାଜପୁର : ପରିବାର ଲୋକଙ୍କୁ ନିଶା ଦେବା ଘଟଣା : ଦୁଇ ଶିଶୁ କଟକ ସ୍ଥାନାନ୍ତର..
ଏଲଓସିରେ ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ସେନା ଗୁଳିରେ ଟଳିରେ ୩ ଆତଙ୍କୀ..
ଗଜପତି ଜିଲ୍ଲା ମୋହନାରେ ଅଘଟଣ: ବିଦ୍ୟୁତ୍ ଆଘାତରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ..
ଦେଖନ୍ତୁ ଭିଡିଓ ;ଶିକାର କରି ପାଣିର ପ୍ରଖର ସ୍ରୋତରେ କେମିତି ଫସିଗଲା ଅଜଗର
ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ପରିଚାଳିତ ଯୁକ୍ତ ତିନି ତୃତୀୟ ସେମିଷ୍ଟାର ରାଜନୀତି ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ; ଘଟଣାରେ ୧୨ ଜଣଙ୍କୁ ଗିରଫ କଲା ବରପାଲି ପୁଲିସ..
ଆସନ୍ତା ୨ ଓ ୩ ତାରିଖ ଦିନ ସ୍ଥଗିତ ରହିବ ରତ୍ନଭଣ୍ଡାର ମରାମତି କାମ, ୫ ଓ ୬ ତାରିଖରେ ବି କାମ ବନ୍ଦ ରହିବ , ଶ୍ରୀପଞ୍ଚମୀ ଓ ବନକଲାଗି ଆଦି ବିଶେଷ ନୀତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି , ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ..
ରାଜଧାନୀରେ ଗ୍ୟାସ୍ ଦୋକାନରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର..



