www.samajalive.in
Friday, December 5, 2025
20.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି: ସନ୍ଧ୍ୟାରେ ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ..

ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ ..

- Advertisement -

୪ଟା ଯାଏଁ ଗୃହ ମୁଲତବି..

ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ..

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ..

ସାରା ରାଜ୍ୟରେ ଜାରି ରହିଛି ବର୍ଷା..

ପୂର୍ବ ମଧ୍ୟପ୍ରଦେଶ-ଛତିଶଗଡ ନିକଟରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା..

କାଠମାଣ୍ଡୁ : ବଡ ଅଘଟଣ, ଉଡାଣ ଭରିବା ପରେ ଜଳିଗଲା ବିମାନ..

ବିମାନ ଦୁର୍ଘଟଣା ପରେ ନିଆଁ ଲାଗି ୧୯ ଯାତ୍ରୀଙ୍କ ମୃତ୍ୟୁ ଘଟିଛି..

ରାୟଗଡା: ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ଦାନ ବାକ୍ସ ଗଣତି..

୪ମାସ ପରେ ଦାନ ବାକ୍ସ ଖୋଲାଯାଇ ଗଣତି ଆରମ୍ଭ..

ମାଲକାନଗିରି ଜିଲ୍ଲା ଏମଭି-୧୭ନଂ ଗାଁର ଶିବ ମନ୍ଦିର ନିକଟ ଅଘଟଣ..

ବଡ ଅଘଟଣ ; ଉଡାଣ ଭରିବା ପରେ ଜଳିଗଲା ବିମାନ, ୧୯ ଯାତ୍ରୀ ମୃତ ସୂଚନା

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଭାଲୁର ଜୀବନ..

ଆଜି ବିଧାନସଭା ଉପବାଚସ୍ପତି ପାଇଁ ନିର୍ବାଚନ : ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ..

ଫିଟ୍‌ନେସ୍ ନଥିଲେ ସିଜ୍ ହେବ ଗାଡି: ସଡକ ସୁରକ୍ଷା ନିୟମ ପାଳିବାକୁ ପରିବହନ ମନ୍ତ୍ରୀଙ୍କ ନିର୍ଦେଶ..

ଫିଟ୍‌ନେସ୍‌ ଏବଂ ପଞ୍ଜୀକରଣ ବୈଧତା ସରିଥିବା ଗାଡିର ହେବ ତାଲିକା..

ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ବି କର୍ତ୍ତୁପକ୍ଷଙ୍କ ବିରୋଧରେ ରୁଜ୍ଜୁ ହେବ ମାମଲା..

ଜାମ୍ମୁ-କାଶ୍ମୀର କୁପଓ୍ବାରାରେ ସୁରକ୍ଷାକର୍ମୀ- ଆତଙ୍କବାଦୀ ମୁହାଁମୁହିଁ..

ସୋମବାରରୁ ରବିବାର : ଚକଟା ଅଟାରେ ମିଶାନ୍ତୁ ବାସ୍‌ ଏହି ଜିନିଷ, କେମିତି ଚମକିବ ଭାଗ୍ୟ..

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ, ଗୁଳି ବିନିମୟ ବେଳେ ଜଣେ ଯବାନ ଗୁରୁତର ଥିବା ସୂଚନା..

ସମ୍ବଲପୁର: ପୁଲିସ ଦ୍ୱାରା ୧୦ ଆନ୍ତଃରାଜ୍ୟ ଡକାୟତ ଗିରଫ, ୫ଲକ୍ଷ ଟଙ୍କା ଜବତ..

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories