ସୋମବାରରୁ ରବିବାର : ଚକଟା ଅଟାରେ ମିଶାନ୍ତୁ ବାସ୍‌ ଏହି ଜିନିଷ, କେମିତି ଚମକିବ ଭାଗ୍ୟ..

ଗ୍ରହ-ନକ୍ଷତ୍ର ଚଳନର ପ୍ରଭାବ ବ୍ୟକ୍ତି ବିଶେଷଙ୍କ ଉପରେ ମଧ୍ୟ ପଡିଥାଏ । ଅନେକ ସମୟରେ ଦେଖାଯାଏ, ପରିଶ୍ରମ କରିବା ପରେ ମଧ୍ୟ ସଫଳତା ମିଳିନଥାଏ । ଜାତକରେ ଗ୍ରହଙ୍କ ପ୍ରଭାବ ପାଇଁ ମଧ୍ୟ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ବ୍ୟକ୍ତି ଜୀବନରେ ସମସ୍ୟା ଲାଗି ରହିବା ସହ ଅସଫଳତା ମିଳୁଥିଲେ, ଧନର ଅଭାବ ସହ ଚାକିରି ମିଳିବାରେ ବିଳମ୍ବ ହେଉଥିଲେ, କିଛି ସରଳ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ । ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥିବା ଏହି … Continue reading ସୋମବାରରୁ ରବିବାର : ଚକଟା ଅଟାରେ ମିଶାନ୍ତୁ ବାସ୍‌ ଏହି ଜିନିଷ, କେମିତି ଚମକିବ ଭାଗ୍ୟ..