www.samajalive.in
Sunday, December 7, 2025
14.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ପବିତ୍ର ମହାଳୟା : ଧରାପୃଷ୍ଠରେ ଜଗତଜନନୀ ମାଆ ଦୁର୍ଗାଙ୍କ ଆଗମନ, ବିଭିନ୍ନ ଶକ୍ତିପୀଠରେ ନବରାତ୍ର ପୂଜା ଆରମ୍ଭ, ଭିନ୍ନ ଭିନ୍ନ ବେଶ​‌ରେ ପୂଜା ପାଇବେ ମାଆ ଦୁର୍ଗା, ସେପଟେ ମହାଳୟା ପିଣ୍ଡ ଏବଂ ଶ୍ରାଦ୍ଧ ପାଇଁ ତୀର୍ଥ କ୍ଷେତ୍ରରେ ଭିଡ..

ମହାଳୟା ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ..

- Advertisement -

ଭଦ୍ରକ ଓ ଧାମନଗରରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା, ଏବେ ବି ଜାରି ରହିଛି ୧୬୩ ଧାରା..

୧୨ ବର୍ଷ ପରେ.. ନବରାତ୍ରରୁ ଓଲଟା ଚଳନ କରିବେ ବୃହସ୍ପତି ; ଏହି ରାଶିଙ୍କୁ କରିବେ ଭାଗ୍ୟଶାଳୀ, ଧନ ମିଳିବା ସହ ହେବ ବିବାହ..

ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ
ଦୁଇଟି ପର୍ଯ୍ୟାୟରେ ଚାଲିବ ଜନସମ୍ପର୍କ ପଦଯାତ୍ରା.. ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀରେ ଶୁଭାରମ୍ଭ କରିବେ ନବୀନ..

ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ: ଆଜିଠାରୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୋହନ ଚରଣ ମାଝୀ, ଉତ୍କର୍ଷ ୨୦୨୫ର ପ୍ରାକ୍ ପ୍ରସ୍ତୁତି ପାଇଁ ହେବ ଆଲୋଚନା, ଗୁରୁବାର ନିବେଶକ ସମ୍ମିଳନୀରେ ହେବେ ସାମିଲ, ଶିଳ୍ପପତିଙ୍କ ସହ ଓ୍ବାନ୍ ଟୁ ଓ୍ବାନ୍ ଆଲୋଚନା..

ଆଜି ଗାନ୍ଧୀ ଜୟନ୍ତୀ: ଜାତୀର ପିତାଙ୍କ ୧୫୫ତମ ଜନ୍ମ ଦିବସରେ ବାପୁଙ୍କୁ ମନେ ପକାଉଛି ସାରା ଦେଶ, ଦିଲ୍ଲୀରେ ମହାତ୍ମା ଗାନ୍ଧୀଙ୍କ ସମାଧୀ ସ୍ଥଳ ରାଜଘାଟରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି, ସେପଟେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କର ମଧ୍ୟ ଜନ୍ମ ଦିବସ..

ମହାରାଷ୍ଟ୍ର ପୁଣେରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ମୃତ
ଦୁଇ ପାଇଲଟ ସମେତ ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ସୂଚନା
ଘନ କୁହୁଡି ଯୋଗୁଁଁ ଦୁର୍ଘଟଣା ଘଟିଥିବା ଆଶଙ୍କା..

କାର୍‌ ରଖି ଅଟଳ ସେତୁରୁ ଡେଇଁ ବ୍ୟକ୍ତିଙ୍କ ଆତ୍ମହତ୍ୟା

ରାଜଧାନୀ ଭୁବନେଶ୍ଵରରେ ମହିଳାଙ୍କୁ ଗଣଦୁଷ୍କର୍ମ ମାମଲା: ଦୁଇ ଜଣଙ୍କୁ ଅଟକ ରଖିଲା ମୈତ୍ରୀ ବିହାର ଥାନା ପୁଲିସ୍, ଲୁଟ୍ ସହ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା..

କୋରାପୁଟ ଲକ୍ଷ୍ମୀପୁରରେ କାଠ ବୋଝେଇ ଟ୍ରକ ସହ ବସର ମୁହାଁମୁହିଁ ଧକ୍କା: ରାୟଗଡାରୁ ଜୟପୁର ଯିବାବେଳେ ଜାତୀୟ ରାଜପଥର ଡୁମୁରିପଦର ରାସ୍ତାରୋ ଦୁର୍ଘଟଣା, ବହୁ ଯାତ୍ରୀ ଗୁରୁତର, ବସ୍ ତଳେ ଅନେକ ଯାତ୍ରୀ ଫସିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି..

ଦେଖନ୍ତୁ ଛାତିଥରା ଭିଡିଓ; ଆକାଶରୁ ଖସିଲା ମୃତ୍ୟୁ, ବ୍ୟକ୍ତିଙ୍କ ଉପରେ ପଡିଲା ମିଶାଇଲ୍‌ ଖଣ୍ଡ..

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories