୧୨ ବର୍ଷ ପରେ.. ନବରାତ୍ରରୁ ଓଲଟା ଚଳନ କରିବେ ବୃହସ୍ପତି ; ଏହି ରାଶିଙ୍କୁ କରିବେ ଭାଗ୍ୟଶାଳୀ, ଧନ ମିଳିବା ସହ ହେବ ବିବାହ..

ଦେବଗୁରୁ ବୃହସ୍ପତି ୧୨ ବର୍ଷ ପରେ ବୃଷ ରାଶିରେ ରହିଛନ୍ତି । ଏବେ ଓଲଟା ଚଳନ କରିବେ । ଗୁରୁଙ୍କ ଓଲଟା ଚଳନ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବା ସହ ଉନ୍ନତି ହେବ । ୩ ଅକ୍ଟୋବର ୨୦୨୪ରେ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ଅନେକ ଗ୍ରହ ଚଳନ କରିବା ସହ ଶନି ମଧ୍ୟ ନକ୍ଷତ୍ର ପରିବର୍ତ୍ତନ କରିବେ । ଏହାସହ ୯ ଅକ୍ଟୋବର ୨୦୨୪ରେ … Continue reading ୧୨ ବର୍ଷ ପରେ.. ନବରାତ୍ରରୁ ଓଲଟା ଚଳନ କରିବେ ବୃହସ୍ପତି ; ଏହି ରାଶିଙ୍କୁ କରିବେ ଭାଗ୍ୟଶାଳୀ, ଧନ ମିଳିବା ସହ ହେବ ବିବାହ..