କାର୍‌ ରଖି ଅଟଳ ସେତୁରୁ ଡେଇଁ ବ୍ୟକ୍ତିଙ୍କ ଆତ୍ମହତ୍ୟା

ମୁମ୍ବଇ : ମୁମ୍ବଇର ଅଟଳ ସେତୁରୁ ଡେଇଁ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଘଟଣା ବୁଧବାର ସାମ୍ନାକୁ ଆସିଛି । ଗତ ୪ ଦିନ ମଧ୍ୟରେ ଆତ୍ମହତ୍ୟାର ଏହା ୨ୟ ଘଟଣା ବୋଲି ଜଣାପଡିଛି । ବ୍ୟକ୍ତି ଜଣକ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି, ତାହାର ସ୍ପଷ୍ଟତା ମିଳିନାହିଁ । ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଦ୍ଧାରକାରୀ ଦଳ ବ୍ୟକ୍ତିଙ୍କ ଖୋଜାଖୋଜି ଜାରି ରଖିଛି । କୁହାଯାଉଛି, ଫିଲିପ ଶାହ … Continue reading କାର୍‌ ରଖି ଅଟଳ ସେତୁରୁ ଡେଇଁ ବ୍ୟକ୍ତିଙ୍କ ଆତ୍ମହତ୍ୟା