www.samajalive.in
Sunday, December 14, 2025
16.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ନିର୍ବାଚନ ତାରିଖ ଘୋଷଣା ପରେ ରାଜନୀତି ସରଗରମ..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମିଶନ ସାଉଥ୍ , ତେଲେଙ୍ଗାନା , କର୍ଣ୍ଣାଟକ ଓ ତାମିଲନାଡୁ ଗସ୍ତ କାର୍ଯ୍ୟକ୍ରମ..

- Advertisement -

ଟ୍ରକ୍ ମାଲିକ ସଂଘର କେନ୍ଦୁଝର ବନ୍ଦ ଡାକରା..

ଶୁଆକାଠିଠାରୁ ଗୁହାଳଡିହି ରେଳ ପ୍ରକଳ୍ପକୁ ବିରୋଧ, ବନ୍ଦକୁ ସମର୍ଥନ କରୁଛନ୍ତି ୧୫ଟି ସଂଗଠନ..

ତାତିରୁ ମିଳିବ ସାମାନ୍ୟ ଆଶ୍ବସ୍ତି..

ରାଜ୍ୟର ଅଧିକାଂଶ ସ୍ଥାନରେ ଗତ କିଛି ଦିନ ଧରି ୨ରୁ ୩ ଡିଗ୍ରୀ ଖସିଲା ପାରଦ, ଦୁଇ ଦିନ ଧରି ଏଭଳି ପାଗ ରହିବା ପୂର୍ବାନୁମାନ..

ମଙ୍ଗଳବାରଠୁ ଦୁଇ ଦିନ କାଳବୈଶାଖୀ ସମ୍ଭାବନା , କାଲି ପାଇଁ ୧୨ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ..

ବିହାରର ଖଗାଡିଆରେ ମର୍ମନ୍ତୁଦ ଦୁର୍ଘଟଣା: ୩ଶିଶୁଙ୍କ ସମେତ ୭ଜଣଙ୍କ ମୃତ୍ୟୁ..

ରାୟଗଡାରେ ପିଲା ଚୋର ସନ୍ଦେହରେ ଜଣେ ପୁରୁଷ ଓ ମହିଳାଙ୍କୁ ନିସ୍ତୁକ ମାଡ..

ପୁଣି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ..

ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଧରି ଦିଲ୍ଲୀ ଗଲେ..

ବନମାଳିପୁର ନୂଆସାହିରେ ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା..

ମୃତକ ଅକ୍ଷୟ କୁମାର ମାଝି..

ଜଳେଶ୍ୱର: ବଜ୍ରାଘାତରେ ଚାଳ ଘର ସହ ଜଣେ ଯୁବକ ଜୀବନ୍ତ ଦଗ୍ଧ..

ଭୋଗରାଇ ବ୍ଲକ ଟୁକୁରିହାଜିରା ଗାଁରେ ବଜ୍ରାଘାତ..

ମୃତ ଯୁବକ ନିକଟ ଚିଙ୍ଗୁଡି ଘେରିରେ କାମ କରୁଥିଲେ..

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories