www.samajalive.in
Sunday, December 14, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

୧୫.୯.୨୦୨୪ ରିଖ ରବିବାର ଭାଦ୍ରବ ଶୁକ୍ଲ ଦ୍ୱାଦଶୀ ତିଥି ଶ୍ରୀମନ୍ଦିରରେ ବାବନ ଜନ୍ମ ନୀତି ଅନୁଷ୍ଠିତ ହେବ..

ମଧ୍ୟାହ୍ନଧୂପ ଚ୍ଛେକ ଆସିବା ପରେ ପରେ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୮.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ..

- Advertisement -

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଭୁବନେଶ୍ଵରରେ ଏସପିଜି ଟିମ୍: ବିମାନ ବନ୍ଦରଠୁ ନେଇ ବିଭିନ୍ନ ସ୍ଥାନକୁ ଯାଇ ସୁରକ୍ଷା ବ୍ୟବସ୍ଥାର କରିବେ ଯାଞ୍ଚ, ଆଜି ହୋଇପାରେ କାରେକେଡ୍ ରିହଲସର୍ଲ..

ଲଘୁଚାପ ପ୍ରଭାବରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା: ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲାକୁ ରେଡ୍ ଆଲର୍ଟ, ୫ ଜିଲ୍ଲାକୁ ଅରେଞ୍ଜ ଓ ୧୩ ଜିଲ୍ଲାକୁ ୟେଲୋ ସତର୍କତା ଜାରି , ସ୍ଥିତିକୁ ଦେଇ ମୟୁରଭଞ୍ଜ ଜିଲ୍ଲାର ସବୁ ସ୍କୁଲ ଛୁଟି ଘୋଷଣା..

୨୨ ସେପ୍ଟେମ୍ବରରେ ଗଜକେସରୀ ସହ ଦୁର୍ଲ୍ଲଭ ଯୋଗ; ଏହି ୪ ରାଶିଙ୍କ ଭାଗ୍ୟ ସୁନା ଭଳି ଚମକିବ, ଖାଲି ହେବ ଲାଭ..

ଏଣିକି ପୋର୍ଟବ୍ଲେୟାର ହେଲା ଶ୍ରୀବିଜୟପୁରମ୍ : ଆଣ୍ଡାମାନ୍ ନିକୋବର ଦ୍ଵିପପୁଞ୍ଜ ରାଜଧାନୀର ନାଁ ବଦଳାଇଲେ କେନ୍ଦ୍ର ସରକାର, ନୂଆ ନାଁ ବାବଦରେ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା..

ଲଗାଣ ବର୍ଷା ଯୋଗୁଁ ବଢୁଛି ଜଳସ୍ତର, ଆଜି ଖୋଲିବ କୋରାପୁଟ କୋଲାବ ଜଳଭଣ୍ଡାରର ଗୋଟିଏ ଗେଟ୍..

ମଝି ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା : ଡଙ୍ଗାରେ ଅଛନ୍ତି ୫୦ରୁ ଅଧିକ ଯାତ୍ରୀ , ୧୫ଟି ବାଇକ୍ ସାତପଡାରୁ ଜହ୍ନିକୁଦା ଯିବା ବେଳେ ମହିଷାଁ ନିକଟରେ ଫସିଛି ଡଙ୍ଗା, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ରହିଥିବା ସୂଚନା..

ସମ୍ବଲପୁରରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋ ଦୁର୍ଘଟଣାଗ୍ରସ୍ତ : ୩ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି..

ଏନଏଚ୍ ୫୫ରେ ଅଟୋକୁ ଧକ୍କା ଦେଇଥିଲା ଟ୍ରକ୍, ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ରାସ୍ତାକଡକୁ ଖସିଯାଇଥିଲା ଅଟୋ..

କଟକରେ ଅଘଟଣ ; ମାଆର ଗଳାକାଟି ହତ୍ୟା କଲା ସଇତାନ ପୁଅ..

ଜମ୍ମୁ-କାଶ୍ମୀର; ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ, କିସ୍ତଓ୍ବାରରେ ୨ ଯବାନ ଶହୀଦ୍‌..

ନୂଆଦିଲ୍ଲୀ: ଗଲଓ୍ବାନ ସମେତ ୪ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିଛି ଚୀନ, ସୀମାନ୍ତ ପରିସ୍ଥିତି ସ୍ଥିର ଏବଂ ନିୟନ୍ତ୍ରଣାଧୀନ ଥିବା କହିଲେ ଚୀନ ବୈଦେଶିକ ମନ୍ତ୍ରୀ..

ଜାମ୍ମୁ: ଜାମ୍ମୁ-କାଶ୍ମୀରର ବାରାମୂଳାରେ ଗୁଳିବିନିମୟ, ନିପାତ ହେଲେ ୩ ଆତଙ୍କବାଦୀ..

କିସ୍ତଓ୍ବାରରେ ଯବାନଙ୍କ ଉପରକୁ ଆତଙ୍କୀଙ୍କ ଗୁଳିମାଡ଼, ୨ ଯବାନ ସହିଦ ଓ ଅନ୍ୟ ଦୁଇ ଯବାନ ଆହତ..

କଟକରେ ଅଘଟଣ ; ମାଆର ଗଳାକାଟି ହତ୍ୟା କଲା ସଇତାନ ପୁଅ

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories