୨୨ ସେପ୍ଟେମ୍ବରରେ ଗଜକେସରୀ ସହ ଦୁର୍ଲ୍ଲଭ ଯୋଗ; ଏହି ୪ ରାଶିଙ୍କ ଭାଗ୍ୟ ସୁନା ଭଳି ଚମକିବ, ଖାଲି ହେବ ଲାଭ..

ସେପ୍ଟେମ୍ବର ମାସରେ ଚନ୍ଦ୍ରମା ଓ ଗୁରୁ ଏକାଠି ହେବା ଦ୍ୱାରା ଗଜକେସରୀ ଯୋଗ ସୃଷ୍ଟି ହେଉଛି । ଗୁରୁ ବୃହସ୍ପତି ଏହି ସମୟରେ ବୃଷ ରାଶିରେ ରହିଛନ୍ତି । ସେହିପରି ଚନ୍ଦ୍ରମା ବୃଷ ରାଶିରେ ୨୨ ସେପ୍ଟେମ୍ବରରେ ସକାଳ ୬ଟା ୯ ମିନିଟରେ ଚଳନ କରିବେ । ସେହି ସମୟରେ ଗୁରୁ ଓ ଚନ୍ଦ୍ରମା ଏକାଠି ହୋଇ ଗଜକେସରୀ ଯୋଗ ସୃଷ୍ଟି ହେବ । ୨୩ ସେପ୍ଟେମ୍ବରରେ ଗଜକେସରୀ ଯୋଗ ସହ ସର୍ବାର୍ଥ ସିଦ୍ଧି ଯୋଗ, ରବି … Continue reading ୨୨ ସେପ୍ଟେମ୍ବରରେ ଗଜକେସରୀ ସହ ଦୁର୍ଲ୍ଲଭ ଯୋଗ; ଏହି ୪ ରାଶିଙ୍କ ଭାଗ୍ୟ ସୁନା ଭଳି ଚମକିବ, ଖାଲି ହେବ ଲାଭ..