ଜମ୍ମୁ-କାଶ୍ମୀର; ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ, କିସ୍ତଓ୍ବାରରେ ୨ ଯବାନ ଶହୀଦ୍‌..

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ୨ଟି ପୃଥକ ପୃଥକ ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ବାରାମୂଳାର ଚକ ଟପ୍ପର କ୍ରେରି ପଟ୍ଟନ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ବର୍ତ୍ତମାନ ମଧ୍ୟ ସେହି ଅଞ୍ଚଳରେ ତଲାସି ଅଭିଯାନ ସହ ଗୁଳିବିନିମୟ ଜାରି ରହିଛି । କଟକରେ ଅଘଟଣ ; ମାଆର ଗଳାକାଟି ହତ୍ୟା କଲା ସଇତାନ ପୁଅ ମାତ୍ର ଏହାପୂର୍ବରୁ ଶୁକ୍ରବାର କିସ୍ତଓ୍ବାରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ … Continue reading ଜମ୍ମୁ-କାଶ୍ମୀର; ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ, କିସ୍ତଓ୍ବାରରେ ୨ ଯବାନ ଶହୀଦ୍‌..