ଶ୍ରୀଜୀଉଙ୍କ ଆଜି ପବିତ୍ର ବାହୁଡା ଯାତ୍ରା, ଘଣ୍ଟ ହୁଳହୁଳିରେ କମ୍ପୁଛି ଶରଧାବାଲି, ଜନ୍ମବେଦୀ ଛାଡି ରତ୍ନବେଦୀକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି..
ସରିଲା ପହଣ୍ଡି ବିଜେ, ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି..
୨୦ ବର୍ଷ ପରେ ଏକାଠି ନଜର ଆସିଲେ ରାଜ ଠାକରେ ଓ ଉଦ୍ଧବ ଠାକରେ..
ଆଜି ମହାରାଷ୍ଟ୍ରର ତ୍ରିଭାଷୀ ମୁଦ୍ଦାକୁ ନେଇ ଗୋଟିଏ ମଞ୍ଚରେ ଏକାଠି ଦେଖିବାକୁ ମିଳିବେ..
ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼, ଏହା ପୂର୍ବରୁ ୨୦୧୮ ମସିହାରେ ବୈଶାଳୀରେ ଗୋପାଳ ଖେମକାଙ୍କ ପୁଅ ଗୁଞ୍ଜନ ଖେମକାଙ୍କୁ ମଧ୍ୟ ଗୁଳି କରି କରାଯାଇଥିଲା ହତ୍ୟା..



