www.samajalive.in
Friday, December 5, 2025
26.1 C
Bhubaneswar

ଦୀର୍ଘ ବର୍ଷ ପରେ ଏବର୍ଷର ଏକାଦଶୀରେ ଗ୍ରହଙ୍କ ଦୁର୍ଲ୍ଲଭ ସଂଯୋଗ; ସୁନା ଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ, ହେବେ ମାଲାମାଲ୍‌, ବଢିବ ଦରମା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୬ ଜୁଲାଇ ଅର୍ଥାତ୍‌ କାଲି ଦେବଶୟନ ଏକାଦଶୀ । ଏହାସହ ଆସନ୍ତାକାଲି ଠାରୁ ହିଁ ଚର୍ତୁମାସର ଆରମ୍ଭ ହୋଇଥାଏ । ପୌରାଣିକ ମାନ୍ୟତା ଅନୁସାରେ ଏହି ଏକାଦଶୀରୁ ହିଁ ପ୍ରଭୁ ବିଷ୍ଣୁ ୪ ମାସ ପର୍ଯ୍ୟନ୍ତ ଯୋଗନିଦ୍ରାରେ ରହିଥାନ୍ତି । ଏହି କାରଣରୁ ହିଁ ଚର୍ତୁମାସର ଆରମ୍ଭ ହୋଇଥାଏ । ଦୀର୍ଘ ବର୍ଷ ପରେ ଦେବଶୟନ ଏକାଦଶୀରେ ଦୁର୍ଲ୍ଲଭ ସଂଯୋଗ ହେବାକୁ ଯାଉଛି । ଏହି ଦିନ ସାଧ୍ୟ ଯୋଗ, ଶୁଭ ଯୋଗ, ତ୍ରିପୁଷ୍କର ଯୋଗ ଓ ରବି ଯୋଗର ବିଶେଷ ସଂଯୋଗ ହେବାକୁ ଯାଉଛି । ଗ୍ରହଙ୍କ ଏହି ଦୁର୍ଲ୍ଲଭ ସଂଯୋଗ କାରଣରୁ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ଲକ୍ଷ୍ମୀ-ନାରାୟଣଙ୍କ ଆଶୀର୍ବାଦ ସହ ଧନ ସମ୍ପତ୍ତି ବୃଦ୍ଧି ହେବ ।

ବୃଷ- ଏହି ଶୁଭ ସଂଯୋଗ ଫଳରେ ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ଦୃଷ୍ଟିରୁ ବେଶ ଲାଭବାନ୍‌ ହେବେ । ବ୍ୟବସାୟରେ ବଡ ଲାଭ ମିଳିବ । ଭୂମି, ଯାନ କିଣିବାର ଯୋଗ ରହିଛି ।

- Advertisement -

କର୍କଟ- ଚାକିରି ଠାରୁ ଆରମ୍ଭ କରି ବ୍ୟବସାୟ ସବୁଥିରେ ବଡ ଲାଭ ମିଳିବ । ଘରେ ଶୁଭ କାର୍ଯ୍ୟର ଯୋଗ ରହିଛି । ନକରାତ୍ମକ ଶକ୍ତି ଦୂର ହେବ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଜଭୁତ ହେବ । ଅଟକି ଥିବା କାମ ପୂରଣ ହେବ ।

କନ୍ୟା- ଆର୍ଥିକ ସମସ୍ୟା ଦୂର ହେବ। ପରିବାରରେ ହସଖୁସିର ବାତାବରଣ ରହିବ । ବିବାଦ ଦୂର ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ ।

ଧନୁ- ଚାକିରିରେ ପଦନ୍ନୋତିର ଯୋଗ ରହିଛି । ଦରମା ବୃଦ୍ଧି ହେବ । କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ ।

ମୀନ- ବ୍ୟବସାୟରେ ବଡ ଲାଭ ମିଳିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ବିଦେଶ ଯାତ୍ରାର ଯୋଗ ରହିଛି ।

ଆଜି ପବିତ୍ର ବାହୁଡା ଯାତ୍ରା ; ଆରମ୍ଭ ହେଲା ପହଣ୍ଡି ବିଜେ

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories