ଆଜି ପବିତ୍ର ବାହୁଡା ଯାତ୍ରା ; ଆରମ୍ଭ ହେଲା ପହଣ୍ଡି ବିଜେ
ପୁରୀ : ଶ୍ରୀଜୀଉଙ୍କ ଆଜି ପବିତ୍ର ବାହୁଡା ଯାତ୍ରା। ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ନାକଚଣା ଦ୍ୱାର ପାଖରେ ୩ ରଥ ଦଣ୍ଡାୟମାନ ରହିଛନ୍ତି। ଧାଡି ପହଣ୍ଡିରେ ଆସି ରଥରେ ବିଜେ କରିଛନ୍ତି ଚକ୍ରରାଜ ଶ୍ରୀସୁଦର୍ଶନ । ଦେବଦଳନ ରଥରେ ବିଜେ କଲେ ଶ୍ରୀସୁଦର୍ଶନ। ଘଣ୍ଟ ହୁଳହୁଳିରେ କମ୍ପୁଛି ଶରଧାବାଲି। ଜନ୍ମବେଦୀ ଛାଡି ରତ୍ନବେଦୀକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି । ଆରମ୍ଭ ହୋଇଛି ବଡ ଠାକୁରଙ୍କ ପହଣ୍ଡି ବିଜେ । ଧାଡି ପହଣ୍ଡିରେ ବିଜେ … Continue reading ଆଜି ପବିତ୍ର ବାହୁଡା ଯାତ୍ରା ; ଆରମ୍ଭ ହେଲା ପହଣ୍ଡି ବିଜେ
Copy and paste this URL into your WordPress site to embed
Copy and paste this code into your site to embed