www.samajalive.in
Saturday, December 6, 2025
15.1 C
Bhubaneswar

ଆସ୍ଥା ପୁନିଆ ନୌବାହିନୀର ପ୍ରଥମ ମହିଳା ପାଇଲଟ

ନୂଆଦିଲ୍ଲୀ: ସବ୍‌-ଲେଫ୍ଟନାଣ୍ଟ ଆସ୍ଥା ପୁନିଆ ଭାରତୀୟ ନୌବାହିନୀର ପ୍ରଥମ ମହିଳା ପାଇଲଟ ହେବାର ସୌଭାଗ୍ୟଲାଭ କରିଛନ୍ତି। ଆଗାମୀ ଦିନରେ ତାଙ୍କୁ ବିମାନବାହୀ ଯୁଦ୍ଧଜାହାଜରେ ମୁତୟନ ମିଗ୍‌-୨୯କେ ବିମାନ ଉଡାଇବାର ସୁଯୋଗ ମିଳିବ ବୋଲି ଜଣାପଡିଛି। ଶୁକ୍ରବାର ଏହି ପରିପ୍ରେକ୍ଷୀରେ ନୌବାହିନୀର ନାଭାଲ ଷ୍ଟାଫ୍‌ ସହକାରୀ ମୁଖ୍ୟ ରିୟର ଆଡମିରାଲ ଜନକ ବେଭ୍‌ଲି ତାଙ୍କୁ ‘ୱିଙ୍ଗ୍‌ସ ଅଫ୍‌ ଗୋଲ୍‌ଡ’ ପ୍ରଦାନ କରିଛନ୍ତି। ପୂର୍ବରୁ ଆମେରିକା, ବ୍ରିଟେନ ନୌବାହିନୀରେ ମହିଳା ପାଇଲଟଙ୍କୁ ସାମିଲ କରାଯାଇଥିବାବେଳେ ଭାରତ ପ୍ରଥମ ଥର ମହିଳା ପାଇଲଟଙ୍କୁ ଏଭଳି ସୁଯୋଗ ଦେଇଛି। ଅବଶ୍ୟ ଭାରତୀୟ ବାୟୁସେନାରେ ପୂର୍ବରୁ ମହିଳା ପାଇଲଟଙ୍କୁ ସାମିଲ କରାଯାଇସାରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories