ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୬ ଜୁଲାଇ ଅର୍ଥାତ୍ କାଲି ଦେବଶୟନ ଏକାଦଶୀ । ଏହାସହ ଆସନ୍ତାକାଲି ଠାରୁ ହିଁ ଚର୍ତୁମାସର ଆରମ୍ଭ ହୋଇଥାଏ । ପୌରାଣିକ ମାନ୍ୟତା ଅନୁସାରେ ଏହି ଏକାଦଶୀରୁ ହିଁ ପ୍ରଭୁ ବିଷ୍ଣୁ ୪ ମାସ ପର୍ଯ୍ୟନ୍ତ ଯୋଗନିଦ୍ରାରେ ରହିଥାନ୍ତି । ଏହି କାରଣରୁ ହିଁ ଚର୍ତୁମାସର ଆରମ୍ଭ ହୋଇଥାଏ । ଦୀର୍ଘ ବର୍ଷ ପରେ ଦେବଶୟନ ଏକାଦଶୀରେ ଦୁର୍ଲ୍ଲଭ ସଂଯୋଗ ହେବାକୁ ଯାଉଛି । ଏହି ଦିନ ସାଧ୍ୟ ଯୋଗ, ଶୁଭ ଯୋଗ, … Continue reading ଦୀର୍ଘ ବର୍ଷ ପରେ ଏବର୍ଷର ଏକାଦଶୀରେ ଗ୍ରହଙ୍କ ଦୁର୍ଲ୍ଲଭ ସଂଯୋଗ; ସୁନା ଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ, ହେବେ ମାଲାମାଲ୍, ବଢିବ ଦରମା..
Copy and paste this URL into your WordPress site to embed
Copy and paste this code into your site to embed