www.samajalive.in
Saturday, December 6, 2025
14.1 C
Bhubaneswar

ଦିନ ୧ଟା ମୁଖ୍ୟ ଖବର

ପୁରୀ : ଦକ୍ଷିଣ ମୋଡ ନେଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ, ଦକ୍ଷିଣ ମୋଡ ନେଇ ନାକଚଣା ଦ୍ଵାର ସମ୍ମୁଖରେ ନନ୍ଦିଘୋଷ,କାଲି ତାଳଧ୍ବଜ ଓ ଦର୍ପଦଳନ ରଥ ନେଇଛନ୍ତି ଦକ୍ଷିଣ ମୋଡ..

ଦିନକ ପରେ ବାହୁଡା ଯାତ୍ରା : ଶୃଙ୍ଖଳିତ ନୀତିକାନ୍ତି ସହ ସୁରକ୍ଷିତ ଦର୍ଶନ ଲାଗି ବ୍ୟାପକ ବ୍ୟବସ୍ଥା..

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଘାନାର ସର୍ବୋଚ୍ଚ ବେସାମରିକ ସମ୍ମାନ
‘ଦ ଅଫିସର୍‍ ଅଫ୍‍ ଦ ଅର୍ଡର ଅଫ୍‍ ଦ ଷ୍ଟାର୍‍ ଅଫ୍‍ ଘାନା’ରେ ସମ୍ମାନିତ କଲେ ଘାନାର ରାଷ୍ଟ୍ରପତି ଜନ୍‍ ଦ୍ରାମାନି ମହାମା
ଏହା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ କହିଲେ ମୋଦୀ..

ସକ୍ରିୟ ମୌସୁମୀ: ଆଜି ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କତା
ଦକ୍ଷିଣ ଝାଡଖଣ୍ଡ ଏବଂ ସଂଲଗ୍ନ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି, ପ୍ରଭାବରେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟକୁ ପ୍ରବଳ ବର୍ଷା ଚେତାବନୀ..

ଆଉ ମାତ୍ର ୪୮ ଘଣ୍ଟାକୁ ଅପେକ୍ଷା ; ଏହି ରାଶିଙ୍କୁ କୋଟିପତି କରିବାକୁ ଆସୁଛନ୍ତି କେତୁ, ହେବେ ମାଲାମାଲ୍‌, କିଣିବେ ଘର,ଗାଡି..

ବାଲେଶ୍ୱର: ଗହଣା ଦୋକାନରୁ ସଟର କାଟି ଲୁଟି ନେଇଗଲେ
ଶିଳ୍ପାଞ୍ଚଳ ଥାନା ନୂଆଗାଁ ଛକ ଗହଣା ଦୋକାନରୁ ବିଳମ୍ବିତ ରାତିରେ ଲୁଟ୍‍
ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ..

ଭିଜିଲାନ୍ସ ଜାଲରେ ଟିଟିଲାଗଡ ପୂର୍ତ୍ତ ବିଭାଗ ଅତିରିକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ , ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍, ଅଫିସ, ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଚଢାଉ..

ରାସ୍ତା କଡ଼ରେ ଛିଡ଼ାହୋଇ ଥିବା ଟ୍ରକକୁ ଧକ୍କା ଦେଲା କାର୍, ସ୍ଵାମୀ-ସ୍ତ୍ରୀ ମୃତ..

ବନ୍ୟା ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା
ଜଳେଶ୍ୱର ଭୋଗରାଇରେ ପହଞ୍ଚି ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସମୀକ୍ଷା କଲେ..

ଟିଟିଲାଗଡ : ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ , ଚଢାଉ ବେଳେ ଘରୁ ମିଳିଲା ୬ ଲକ୍ଷ ଟଙ୍କା..

ଆନନ୍ଦପୁର: ନିଖୋଜର ୩ ଦିନ ପରେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର..

କଟକ: ଟ୍ରକ୍ ଧକ୍କାରେ ସାଇକେଲ୍ ଆରୋହୀ ମହିଳା ହୋମଗାର୍ଡଙ୍କ ମୃତ୍ୟୁ..

ଦେଖନ୍ତୁ ଭିଡିଓ ;ହଳଦୀ ଟ୍ରେଣ୍ଡ, ଚାଲିଯାଇଥାନ୍ତା ଯୁବକଙ୍କ ଜୀବନ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories