ଦେଖନ୍ତୁ ଭିଡିଓ ;ହଳଦୀ ଟ୍ରେଣ୍ଡ, ଚାଲିଯାଇଥାନ୍ତା ଯୁବକଙ୍କ ଜୀବନ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବର୍ତ୍ତମାନ ହଳଦୀ ଟ୍ରେଣ୍ଡ୍‌ ଖୁବ୍‌ ଭାଇରାଲ୍‌ ହେଉଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡରେ ମଧ୍ୟ ଏହି ଟ୍ରେଣ୍ଡ୍‌ ଖୁବ୍‌ ଜୋର୍‌ ଧରିଛି । ଏବେ ଏହି ହଳଦୀକୁ ନେଇ ଜଣେ ଯୁବକ ଏଭଳି କିଛି କରିଛନ୍ତି, ଯାହା ଆଶ୍ଚର୍ଯ୍ୟଚକିତ କରିବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ ହେଉଛି । ଯୁବକ ଜଣକ ହଳଦୀ ସହ ଏପରି କିଛି କରିଛନ୍ତି ଯେ କିଛି କ୍ଷଣରେ ହିଁ ତାଙ୍କ ଜୀବନ … Continue reading ଦେଖନ୍ତୁ ଭିଡିଓ ;ହଳଦୀ ଟ୍ରେଣ୍ଡ, ଚାଲିଯାଇଥାନ୍ତା ଯୁବକଙ୍କ ଜୀବନ..