www.samajalive.in
Monday, December 15, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ;ହଳଦୀ ଟ୍ରେଣ୍ଡ, ଚାଲିଯାଇଥାନ୍ତା ଯୁବକଙ୍କ ଜୀବନ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବର୍ତ୍ତମାନ ହଳଦୀ ଟ୍ରେଣ୍ଡ୍‌ ଖୁବ୍‌ ଭାଇରାଲ୍‌ ହେଉଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡରେ ମଧ୍ୟ ଏହି ଟ୍ରେଣ୍ଡ୍‌ ଖୁବ୍‌ ଜୋର୍‌ ଧରିଛି । ଏବେ ଏହି ହଳଦୀକୁ ନେଇ ଜଣେ ଯୁବକ ଏଭଳି କିଛି କରିଛନ୍ତି, ଯାହା ଆଶ୍ଚର୍ଯ୍ୟଚକିତ କରିବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ ହେଉଛି । ଯୁବକ ଜଣକ ହଳଦୀ ସହ ଏପରି କିଛି କରିଛନ୍ତି ଯେ କିଛି କ୍ଷଣରେ ହିଁ ତାଙ୍କ ଜୀବନ ଚାଲିଯାଇ ଥାନ୍ତା । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

- Advertisement -

ଭିଡିଓରେ ଦେଖିପାରିବେ, ଜଣେ ଯୁବକ ଏକ ଚାମଚରେ ହଳଦୀ ନେଇ ଏକ ପୋଖରୀ ଭିତରେ ପହଞ୍ଚିଛନ୍ତି । ପ୍ରଥମେ ଯୁବକ ଜଣକ ପୋଖରୀ ପାଣିରେ ହଳଦୀ ପକାଇଛନ୍ତି । ମାତ୍ର ସେହି ସମୟରେ ତାଙ୍କ ସହ ଯାହା ହେଲା କେହି କେବେ କଳ୍ପନା ମଧ୍ୟ କରି ନଥିବେ । ଯୁବକ ଜଣକ ପୋଖରୀରେ ହଳଦୀ ପକାଇବା ମାତ୍ରେ ହଠାତ୍‌ ଏକ ସାପ ଆସି ଯୁବକଙ୍କ ଉପରେ ଆକ୍ରମଣ କରୁଛି । ଏହା ଦେଖି ଯୁବକ ଜଣକ ଭୟରେ ସେଠାରୁ ଦୌଡି ପଳାଉଛନ୍ତି । ସୌଭାଗ୍ୟବଶତଃ ସାପ ତାଙ୍କୁ ଦଂଶନ କରି ପାରି ନାହିଁ ।

ଆଉ ମାତ୍ର ୪୮ ଘଣ୍ଟାକୁ ଅପେକ୍ଷା ; ଏହି ରାଶିଙ୍କୁ କୋଟିପତି କରିବାକୁ ଆସୁଛନ୍ତି କେତୁ, ହେବେ ମାଲାମାଲ୍‌, କିଣିବେ ଘର,ଗାଡି..

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories