www.samajalive.in
Saturday, December 13, 2025
23.1 C
Bhubaneswar

ଫେସ୍‌ବୁକ ମୁଖିଆଙ୍କୁ ପଛରେ ପକାଇଲେ ପ୍ରିୟା ପ୍ରକାଶ

ଏକ ଛୋଟିଆ ଭିଡିଓ କ୍ଲିପ୍‌ ଜରିଆରେ କୋଟି କୋଟି ଲୋକଙ୍କ ମନ ଜିଣିଥିବା ମାଲାୟଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ ଏବେ ଲୋକପ୍ରିୟତାରେ ଫେସ୍‌ବୁକ୍‌ ମୁଖିଆ ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇଛନ୍ତି। ପ୍ରିୟାଙ୍କ ପ୍ରଥମ ମାଲାୟଲମ ଚଳଚ୍ଚିତ୍ର ‘ଓରୁ ଆଦର ଲଭ’ର ଗୀତ ଭିଡିଓ ମାନିକ୍ୟ ମଲାରାୟ ପୁବି ଭାଇରାଲ ହୋଇଥିଲା। ଦେଖୁ ଦେଖୁ ସୋସିଆଲ ମିଡିଆରେ ପ୍ରିୟାଙ୍କ ଫଲୋଅର୍ସ ସଂଖ୍ୟା ଅହେତୁକ ଭାବେ ବଢ଼ି ଚାଲିଛି। ଫଟୋ ସେୟାରିଂ ଆପ୍‌ ଇନଷ୍ଟାଗ୍ରାମରେ ଫେସବୁକ୍‌ ମୁଖ୍ୟ ମାର୍କ ଜୁକରବର୍ଗଙ୍କୁ ପ୍ରିୟା ପଛରେ ପକାଇ ଦେଇଛନ୍ତି। ଇନଷ୍ଟାଗ୍ରାମରେ ପ୍ରିୟାଙ୍କ ଫଲୋଅର୍ସ ସଂଖ୍ୟା ୪.୫ ମିଲିୟନ ଥିବାବେଳେ ଜୁକରବର୍ଗଙ୍କ ମାତ୍ର ୪ ମିଲିୟନ ଫଲୋଅର୍ସ। ସୂଚନାଯୋଗ୍ୟ, ଇନଷ୍ଟାଗ୍ରାମର ମାଲିକାନାସତ୍ତ୍ୱ ଜୁକରବର୍ଗରେ ପାଖରେ ରହିଛି। ସେ ଫେସବୁକ୍‌ ଓ ଇନଷ୍ଟାଗ୍ରାମ ଭଳି ସାମାଜିକ ଗଣମାଧ୍ୟମରେ ଲୋକପ୍ରିୟ।

Hot this week

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

Related Articles

Popular Categories